ତାତିରୁ ଆଶ୍ବସ୍ତି, ନୟାଗଡ ଦଶପଲ୍ଲାରେ କୁଆପଥର ବର୍ଷା - ଦଶପଲ୍ଲାରେ କମିଲା ତାପମାତ୍ରା

🎬 Watch Now: Feature Video

thumbnail

By

Published : Apr 17, 2022, 10:15 AM IST

ନୟାଗଡ଼: ଅସହ୍ୟ ତାତିରୁ ମିଳିଲା ଆଶ୍ବସ୍ତି । ପ୍ରଚଣ୍ଡ ଖରାରେ ବର୍ଷିଲା କୁଆପଥର । ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ତାତି ଯୋଗୁଁ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ନୟାଗଡ ଦଶପଲ୍ଲା ବ୍ଲକରେ କାଳବୈଶାଖୀ ସାଙ୍ଗକୁ କୁଆପଥର ବର୍ଷା ହୋଇଛି । ଶନିବାର ଦଶପଲ୍ଲାର ବିଭିନ୍ନ ଅଞ୍ଚଳରେ କୁଆପଥର ବର୍ଷା ହେବା ପରେ ଲୋକମାନେ ଖୁବ୍ ଆନନ୍ଦିତ ହୋଇଛନ୍ତି । ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ପାରଦ ଉଚ୍ଚରେ ରହୁଥିବା ବେଳେ ହଠାତ୍ ଦଶପଲ୍ଲାରେ କୁଆପଥର ବର୍ଷା ହେବା ଲୋକଙ୍କୁ ଆଶ୍ବସ୍ତି ଦେଇଛି । ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.