ରଣପୁର ରଥଯାତ୍ରାରେ ଭକ୍ତ-ସେବାୟତଙ୍କ ମଧ୍ୟରେ ପାଟିତୁଣ୍ଡ - ନୟାଗଡ ରଥଯାତ୍ରାରେ ପାଟିତୁଣ୍ଡ
🎬 Watch Now: Feature Video
ନୟାଗଡ଼: ଜିଲ୍ଲା ରଣପୁର ରଥଯାତ୍ରାରେ ସାମାନ୍ୟ ବଚସା । ଭକ୍ତ ଓ ସେବାୟତଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି । ଭକ୍ତମାନେ ଧାଡ଼ି ବାନ୍ଧି ଠାକୁରଙ୍କୁ ଦର୍ଶନ କରୁ ଥିବାବେଳେ ପାଟିତୁଣ୍ଡ ହୋଇଛି । ସେବାୟତମାନେ ଶୃଙ୍ଖଳିତ ଭାବେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରୁଥିବା ସମୟରେ କିଛି ଭକ୍ତ ଆଗରେ ଯାଇ ଦର୍ଶନ କରିବାରୁ ପାଟିତୁଣ୍ଡ ହୋଇଥିବା ଜଣାପଡିଛି l ପୋଲିସ ପହଞ୍ଚି ସମାଧାନ କରିଛି ।
ଇଟିଭି ଭାରତ, ନୟାଗଡ