ଯନ୍ତ୍ରଣା ଦେଉଛି ଜଳ କଷ୍ଟ, ମଣିଷ ପାଖରେ ନେହୁରା ହେଲା ଗୁଣ୍ଡୁଚି ମୂଷା - ଯନ୍ତ୍ରଣା ଦେଉଛି ଜଳ କଷ୍ଟ
🎬 Watch Now: Feature Video

ଦୃଶ୍ୟଟି ଯେତେକି ଦୟନୀୟ ସେତେକି ହୃଦୟ ବିଦାରକ ମଧ୍ୟ । ବଢିବାରେ ଲାଗିଛି ଜଳ ଯନ୍ତ୍ରଣା । କେବଳ ମାନବ ସମାଜ ନୁହେଁ କୀଟ ଠାରୁ ପଶୁ ସମସ୍ତଙ୍କୁ ଅସ୍ତବ୍ୟସ୍ତ କରିଦେଉଛି ଏହି ଜଳ କଷ୍ଟ । ଆଖିରେ ଦେଖିଲେ ହିଁ ବିଶ୍ବାସ କରିହେବ ଏହି ଯନ୍ତ୍ରଣା । ଦେଖନ୍ତୁ କିପରି ଗୋଟିଏ ଗୁଣ୍ଡୁଚି ମୂଷା ଜଳ କଷ୍ଟ ପାଇଁ ମଣିଷ ପାଖରେ ହିଁ ନେହୁରା ହେବାକୁ ବାଧ୍ୟ ହୋଇଛି ।