Lok Sabha: କଂଗ୍ରେସ ଉପରେ ଭାରି ପଡିଲେ ବିଜେପି ମହିଳା ସାଂସଦ
🎬 Watch Now: Feature Video
ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କୁ 'ରାଷ୍ଟ୍ରପତ୍ନୀ' କହି ବିବାଦରେ କଂଗ୍ରେ ଲୋକସଭା ନେତା ଅଧୀର ରଞ୍ଜନ ଚୌଧୁରୀ । ମନ୍ତବ୍ୟକୁ ଏବେ ଅଡୁଆରେ ଅଧୀର । ଏହାକୁ ନେଇ ଆଜି ଲୋକସଭାରେ ମଧ୍ୟ ହଙ୍ଗାମା ଜରଦାର ହୋଇଛି । ଅଧିର ରଞ୍ଜନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ସୋନିଆ ଗାନ୍ଧୀଙ୍କ କ୍ଷମା ଦାବି କରି ଲୋକସଭାରେ ଘେରିଛି ବିଜେପି । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏକା କଂଗ୍ରେସ ଉପରେ ଭାରି ପଡିଛନ୍ତି । ପୁରା କଂଗ୍ରେସକୁ ଏକା ହିଁ ଚୁପ କରିଦେଇଛନ୍ତି ଇରାନୀ । ସ୍ମୃତି ଇରାନୀଙ୍କ ଏହି ଆକ୍ରମଣକୁ ପୁରା ସହଯୋଗ କରିଛନ୍ତି ଦଳୀୟ ମହିଳା ସାଂସଦ । ସମସ୍ତ ସାଂସଦ ନିଜ ଆସନରେ ଛିଡା ହୋଇ ସ୍ମୃତି ଇରାନୀଙ୍କୁ ଦେଇଛନ୍ତି ସାଥ । ବିଜେପି ନାରୀ ନେତ୍ରୀଙ୍କ ଏହି ଷଣ୍ଢୁଆସି ଆକ୍ରମଣରେ ଫସି ଯାଇଛି କଂଗ୍ରେସ । ଦେଖନ୍ତୁ ।