thumbnail

By

Published : Jan 8, 2021, 8:11 PM IST

ETV Bharat / Videos

ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ଷ୍ଟିଭ ସ୍ମିଥ

ଟେଷ୍ଟ କ୍ରିକେଟରେ 27ତମ ହାସଲ କରିବା ସହ ଭାରତୀୟ କ୍ୟାପଟେନ ବିରାଟ କୋହଲିଙ୍କ ସମକକ୍ଷ ହୋଇଛନ୍ତି ଷ୍ଟାର ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ । ଏଥିସହ କ୍ରିକେଟର ଲମ୍ବା ଫର୍ମାଟରେ ଟେଷ୍ଟ ରନ ସଂଖ୍ୟାରେ କୋହଲିଙ୍କୁ ଅତିକ୍ରମ କରିଛନ୍ତି ସ୍ମିଥ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.