ବାଲୁକା କଳାରେ ତମାଖୁ ବର୍ଜନ ସଚେତନତା ବାର୍ତ୍ତା

By

Published : May 31, 2022, 10:04 AM IST

thumbnail
ପୁରୀ: ପ୍ରତିବର୍ଷ ମେ ମାସ 31 ତାରିଖକୁ ବିଶ୍ୱ ତମାଖୁ ବର୍ଜନ ଦିବସ ଭାବେ ପାଳନ କରାଯାଏ । ତମାଖୁ ସେବନ ଶରୀର ପ୍ରତି କେତେ କ୍ଷତିକାରକ ସେ ନେଇ ସଚେତନତା ନିମନ୍ତେ ଏହି ଦିବସ ପାଳନ କରାଯାଉଛି । ଏହି ଅବସରରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେ ସଚେତନତା ବାର୍ତ୍ତା ଦେଇଛନ୍ତି । ପୁରୀ ବେଳାଭୂମିରେ ବାଲୁକା ଚିତ୍ର ମାଧ୍ୟମରେ ତମାଖୁ ସେବନର ଅପକାରିତା ସଂପର୍କରେ ସଚେତନ କରାଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.