ETV Bharat / lifestyle

ରାଶିଫଳ: ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ସୁସମ୍ବାଦ, ଏମାନଙ୍କ ବଢ଼ିବ ଆୟ - DAILY HOROSCOPE

ଆଜି ଆପଣଙ୍କ ଦିନ କେମିତି କଟିବ ? କେଉଁ ରାଶିଙ୍କୁ ମିଳିବ ଖୁସି ଖବର ? କେଉଁମାନଙ୍କୁ ହେବ ଆର୍ଥିକ ଲାଭ । ପଢ଼ନ୍ତୁ ଆଜିର ରାଶିଫଳ ।

Today Odia Horoscope Tuesday Prediction
Today Odia Horoscope Tuesday Prediction (ETV Bharat Odisha)
author img

By ETV Bharat Odisha Team

Published : Feb 25, 2025, 12:00 AM IST

ମେଷ: ଆଜି ଦିନଟି ଭଲରେ କଟିବ । ପାରିବାରିକ ବିବାଦର ସମାଧାନ ହେବ । ସାଙ୍ଗସାଥୀ ଓ ବନ୍ଧୁବାନ୍ଧବଙ୍କ ସହ ମିସି ଶାନ୍ତି ଅନୁଭବ କରିବେ । ଅଟକି ରହିଥିବା କାର୍ଯ୍ୟ ଆଜି ସମାପ୍ତ ହୋଇପାରେ । ନୂଆ ପାରିବାରିକ ସଂପର୍କ ସ୍ଥାପନା ହୋଇପାରେ । ଅତ୍ୟଧିକ ଜିଜ୍ଞାସୁ ହେବେ । ଆର୍ଥିକି ସ୍ଥିତିରେ ଉନ୍ନତି ହେବ । ରାଜନୀତିରେ ପ୍ରତିଷ୍ଠା ବଢ଼ିବ । ଦାମ୍ପତ୍ୟା ଜୀବନ ହସଖୁସିରେ କଟିବ । କର୍ମକ୍ଷେତ୍ରରେ ନିଜ କାର୍ଯ୍ୟ ପାଇଁ ପ୍ରଶଂସିତ ହେବ। ଦରମା ବୃଦ୍ଧି ହୋଇପାରେ।

Today Odia Horoscope Tuesday Prediction
Today Odia Horoscope Tuesday Prediction (ARIES)

ବୃଷ: ଆଜି ଏକ ମଧ୍ୟମ ଧରଣର ଦିନ ରହିବ । ବିଦେଶୀବନ୍ଧୁଙ୍କ ଠାରୁ କିଛି ସମ୍ବାଦ ପାଇବେ ଏବଂ ଯେଊଁମାନେ ବିଦେଶ ଯିବାପାଇଁ ଇଚ୍ଛୁକ ଅଛନ୍ତି ସେମାନଙ୍କୁ ମୌକା ମିଳିପାରେ । ଚକିରିଆମାନେ ସମସ୍ତ ଦିଗରୁ ମାନସିକ ଚାପ ଏବଂ ବ୍ୟସ୍ତତା ଭିତରେ ରହିବେ । ଆଜି ଦୂର ଯାଗାକୁ ବୁଲିଯିବା ପାଇଁ ଯୋଜନା କରିପାରନ୍ତି । ଏହି ଯାଗାଗୁଡିକ କୌଣସି ଧାର୍ମିକ ଯାଗା ହୋଇପାରେ । ନିୟନ୍ତ୍ରଣରେ ରହି ଖର୍ଚ୍ଚ କରନ୍ତୁ । ନଚେତ ଆର୍ଥିକ ସମସ୍ୟା ଦେଖାଦେଇପାରେ ।

Today Odia Horoscope Tuesday Prediction
Today Odia Horoscope Tuesday Prediction (TAURUS)

ମିଥୁନ: ଆଜି ଦିନଟିରେ ଆପଣ ନିଜର କ୍ରୋଧକୁ ଆଦୌ ସମ୍ୱରଣ କରିପାରିବେ ନାହିଁ । ଆଜି ଆପଣଙ୍କର ଚେତନା ଶକ୍ତି ଏବଂ ଇଚ୍ଛାକୁ ନିଜ ଆୟତ୍ତରେ ନ ରଖିଲେ ଅପଦସ୍ତ ହୋଇପାରନ୍ତି । କୌଣସି କାର୍ଯ୍ୟର ଶୁଭାରମ୍ଭ କରନ୍ତୁ ନାହିଁ । ପର୍ଯ୍ୟଟନ ଏବଂ ଅଜଣା ବ୍ୟକ୍ତିଙ୍କଠାରୁ ଦୂରେଇ ରୁହନ୍ତୁ । ଡାକ୍ତରୀ ପରୀକ୍ଷା ପାଇଁ ଦିନଟି ଶୁଭ ନୁହେଁ । କୌଣସି ଯୁକ୍ତିତର୍କ କିମ୍ୱା ଝଗଡା କରିବା ବର୍ଜନ କରନ୍ତୁ । ରୋଜଗାରର ପନ୍ଥା ନ ଥିବାରୁ ଆର୍ଥିକ ଅନାଟନ ଘଟିପାରେ । ଏହା ଆପଣଙ୍କୁ ହତୋତ୍ସାହିତ କରିପାରେ । ନିଜର କ୍ରୋଧ ସମ୍ୱରଣ କରନ୍ତୁ । ଖର୍ଚ୍ଚ ପ୍ରତି ସତର୍କତା ଅବଲମ୍ୱନ କରିବା ଉଚିତ୍‍ । କିଛି କାର୍ଯ୍ୟ ପାଇଁ ଆପଣ କ୍ରୋଧିତ ହୋଇପାରନ୍ତି । ଏପରି କିଛି କାର୍ଯ୍ୟ କରନ୍ତୁ ନାହିଁ, ଯାହା ପାଇଁ ଆପଣ ପରେ ଅନୁତାପ କରିବେ ।

Today Odia Horoscope Tuesday Prediction
Today Odia Horoscope Tuesday Prediction (GEMINI)

କର୍କଟ: ଆଜି ଆପଣ ନିଜର ପରିବାରର ସଦସ୍ୟ ଓ ବନ୍ଧୁମାନଙ୍କ ଗହଣରେ ଆମୋଦ ପ୍ରମୋଦରେ ସମୟ କାଟିବେ । ଅର୍ଥ ପ୍ରାପ୍ତି ଯୋଗ ଅଛି । ବ୍ୟବସାୟୀମାନେ ବ୍ୟବସାୟରେ ଲାଭବାନ ହେବେ ଏବଂ ସହକର୍ମୀଙ୍କ ଦ୍ୱାରା ଉପକୃତ ହେବେ । ପ୍ରିୟଜନଙ୍କ ସହ ଦୂରସ୍ଥାନ ଭ୍ରମଣରେ ଯାଇ ମୌଜ ମଜଲିସ କରିବେ ଏବଂ ଏହି ସ୍ମୃତି ବହୁଦିନ ପାଇଁ ମନେ ରହିବ । ସମାଜରେ ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ପାଇବ |

Today Odia Horoscope Tuesday Prediction
Today Odia Horoscope Tuesday Prediction (CANCER)

ସିଂହ: ଆଜି ଦିନଟି ମଧ୍ୟମ ଫଳ ପ୍ରଦାୟକ ହୋଇପାରେ । ପରିବାରରେ ଶାନ୍ତ ପରିବେଶ ପରିଲିକ୍ଷିତ ହୋଇପାରେ । କାର୍ଯ୍ୟରେ ଆପଣଙ୍କ ସହକର୍ମୀ ବନ୍ଧୁଙ୍କଙ୍କ ଠାରୁ ସହଯୋଗ ଲାଭ କରିବେ । ନିୟମିତ ଗୃହ କାର୍ଯ୍ୟ ସମାପନରେ କିଛି ବାଧା ଉପୁଜିପାରେ । ସମ୍ପର୍କିୟଙ୍କ ଘରୁ କୌଣସି ଅପ୍ରୀତିକର ସମ୍ୱାଦ କିମ୍ୱା ନିଜ କାର୍ଯ୍ୟରେ ଶତ୍ରୁଙ୍କ ହସ୍ତକ୍ଷେପ ଯୋଗୁଁ ଆପଣ ବିଚଳିତ ହୋଇପାରନ୍ତି । ଏଥିପାଇଁ ଆପଣ ଉଦବିଘ୍ନ ହେବେ ଏବଂ କୌଣସି କଥାରେ ଆଗ୍ରହୀ ହେବେ ନାହିଁ । ଉପରିସ୍ଥ କର୍ମଚାରୀଙ୍କ ସଙ୍ଗେ କାର୍ଯ୍ୟସ୍ଥଳରେ କିମ୍ୱା ଘରେ ଗୁରୁଜନଙ୍କ ସାମ୍ନାସାମ୍ନୀ ହୁଅନ୍ତୁ ନାହିଁ । ସମସ୍ତ ଜିନିଷକୁ ସର୍ତ୍ତଶୂନ୍ୟ ଭାବେ ଗ୍ରହଣ କରନ୍ତୁ ।

Today Odia Horoscope Tuesday Prediction
Today Odia Horoscope Tuesday Prediction (LEO)

କନ୍ୟା ଆଜି ଦିନରେ ଆପଣ ନିଜର ସନ୍ତାନ ଓ ପ୍ରିୟଜନଙ୍କ ଚିନ୍ତାରେ ବିଚଳିତ ହୋଇପାରନ୍ତି । ଏଥିପାଇଁ ଆପଣଙ୍କ ମାନସିକ ଶାନ୍ତି ବ୍ୟାହତ ହେବ । ଅପଣଙ୍କ ଶାରୀରିକ ଅସୁସ୍ଥତା ମୁଣ୍ଡ ବ୍ୟଥାର କାରଣ ହୋଇପାରେ । ଏଥିପାଇଁ ଆପଣ ବ୍ୟାୟାମ ସମ୍ପର୍କିତ କାର୍ଯ୍ୟ, ନିଜର ସ୍ୱାସ୍ଥ୍ୟ ଏବଂ ସୃଜନକ୍ଷମ କାର୍ଯ୍ୟକୁ ପଛକୁ ପକାଇ ପାରନ୍ତି । ଜଣେ ଅନ୍ତରଙ୍ଗ ବନ୍ଧୁ ଓ ପ୍ରିୟଜନଙ୍କ ସାକ୍ଷାତକାର ଆପଣଙ୍କ ଖୁସିକୁ ଦ୍ୱିଗୁଣିତ କରିପାରେ ଏବଂ ଆପଣଙ୍କ ଉଲ୍ଲାସ ପାଇଁ ଏହା ଶ୍ରେଷ୍ଠ ଔଷଧ ହୋଇପାରେ । ଏହା ଫଳରେ ଆଜିର ସବୁ ଦୁଃଖକୁ ଆପଣ ଭୁଲିଯାଇ ପାରନ୍ତି । କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଦୂରେଇ ରୁହନ୍ତୁ । ଅର୍ଥଲଗାଣକାରୀ ସଂସ୍ଥାରେ ନିଜ ପୁଞ୍ଜି ଆଦୌ ବିନିଯୋଗ କରନ୍ତୁ ନାହିଁ ।

Today Odia Horoscope Tuesday Prediction
Today Odia Horoscope Tuesday Prediction (VIRGO)

ତୁଳା: ଆଜି ଆପଣ ନିଜକୁ ଶାନ୍ତ ଓ ସ୍ଥିର ରଖିବାକୁ ଚେଷ୍ଟାକରି ମଧ୍ୟ ଅସଫଳ ହେବେ । ସୁସ୍ଥ ମସ୍ତିଷ୍କରେ ଯେଉଁ କାର୍ଯ୍ୟ କରିବାକୁ ପଡିଥାଏ, ତାହା ଆଜି କରନ୍ତୁ ନାହିଁ । ଯାତ୍ରା ନିଷେଧ । ପାରିବାରିକ ଜୀବନ ଅଶାନ୍ତ ହୋଇପାରେ । ତେଣୁ କୌଣସି ଆଲୋଚନା ବା ଯୁକ୍ତିତର୍କରୁ ଦୁରେଇ ରୁହନ୍ତୁ । ନଚେତ ଆପଣଙ୍କ ମାନ ସମ୍ମାନହାନୀ ଘଟିପାରେ । ଖର୍ଚ୍ଚର ପରିମାଣ ବଢ଼ିପାରେ ।

Today Odia Horoscope Tuesday Prediction
Today Odia Horoscope Tuesday Prediction (LIBRA)

ବିଛା: ଆଜି ବନ୍ଧୁ ଗହଣରେ ଏବଂ ପରିବାର ସଦସ୍ୟମାନଙ୍କ ସହ ହସ ଖୁସିରେ ସମୟ କାଟିବେ । ଆଜି ମୌଜ ମଜଲିସ କରିବାରେ ଦିନ କଟିବ । ଆଜି ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସେହି କାର୍ଯ୍ୟରେ ସଫଳତା ଅର୍ଜନ କରିବେ । ଏଥିପାଇଁ ଆପଣଙ୍କ ମନ ପ୍ରଫୁଲ୍ଲିତ ହୋଇପାରେ । ସମ୍ପର୍କୀୟଙ୍କ ଠାରୁ ସ୍ନେହ ଶ୍ରଦ୍ଧା ଓ ସହାୟତା ମିଳିପାରେ । ଏକ ଛୋଟ ପରିଭ୍ରମଣ କରି ମୌଜ ମଜଲିସ କରିପାରନ୍ତି । ଅର୍ଥ ଉପାର୍ଜନ, ପୁଞ୍ଜିଲଗାଣ ଏବଂ ବୃତ୍ତି ପାଇଁ ଆଜି ଏକ ସୌଭାଗ୍ୟଶାଳୀ ଦିନ ଅଟେ । ଆପଣଙ୍କର ସହକର୍ମୀ ଏବଂ ପ୍ରିୟଜନଙ୍କ ସହ ମିଶି ଆପଣ ଆମୋଦ ପ୍ରମୋଦରେ ସମୟ କାଟି ପାରନ୍ତି ।

Today Odia Horoscope Tuesday Prediction
Today Odia Horoscope Tuesday Prediction (SCORPIO)

ଧନୁ: ମନରେ ଦ୍ୱିଧା ରଖି କୌଣସି କାମକୁ ଅସମ୍ପୁର୍ଣ୍ଣ ରଖନ୍ତୁ ନାହିଁ । ଯେ କୌଣସି ସମସ୍ୟାର ସମାଧାନ ଶୀଘ୍ର କରନ୍ତୁ । ପାରିବାରିକ ଅଶାନ୍ତି ଲାଗି ରହିବ । ତେଣୁ ନୀରବ ରୁହନ୍ତୁ । ଆଜି ଆପଣ ଉତ୍ତେଜିତ ହେଲେ ଅଶାନ୍ତି ବଢିପାରେ । ନିଜର ଅସମ୍ପୁର୍ଣ୍ଣ କାର୍ଯ୍ୟକୁ ସାରିବା ପାଇଁ ଆପଣ କଷ୍ଟ ସ୍ୱୀକାର କରିପାରନ୍ତି । କୌଣସି ଜରୁରୀ ସିଦ୍ଧାନ୍ତ ତରବରିଆ ଭାବେ ନିଅନ୍ତୁ ନାହିଁ । କାର୍ଯ୍ୟର ଭାର ବଢିଯାଇପାରେ ।

Today Odia Horoscope Tuesday Prediction
Today Odia Horoscope Tuesday Prediction (SAGITTARIUS)

ମକର: ଆଜି ସାମାଜିକ, ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ବ୍ୟବସାୟୀ ତଥା କର୍ମଚାରୀମାନେ ଉନ୍ନତି କରିବେ । ହାତକୁ ନେଇଥିବା କାର୍ଯ୍ୟଗୁଡିକ ଭଲ ଫଳ ପ୍ରଦାନ କରିବ । ପ୍ରତିଷ୍ଠା ବଢିବ । ପଦୋନ୍ନତି ହୋଇପାରେ । ସାଙ୍ଗମାନଙ୍କ ସହ ଖୁସୀରେ ସମୟ ବିତିବ । ଘରେ ମନ ଖୁସୀ ଓ ମୌଜରେ ରହିବେ । ମାତ୍ରା ଯାତାୟତ ବେଳେ ସାବଧାନତା ରକ୍ଷା କରନ୍ତୁ । ନଚେତ ଦୁର୍ଘଟଣା ହୋଇପାରେ |

Today Odia Horoscope Tuesday Prediction
Today Odia Horoscope Tuesday Prediction (CAPRICORN)

କୁମ୍ଭ: ଆଜି ଦିନଟି ଆପଣ ନିଜର ଖର୍ଚ୍ଚ ପ୍ରତି ଧ୍ୟାନ ଦେବେ । ଆପଣଙ୍କ ଉପରେ ନ୍ୟସ୍ତ ଥିବା କାର୍ଯ୍ୟ ଜୋର ଦେଇ କାର୍ଯ୍ୟ ନ କଲେ କଷ୍ଟ ଭୋଗି ପାରନ୍ତି । ଖର୍ଚ୍ଚ କମାଇଲେ ଆପଣଙ୍କର ଅର୍ଥ ଉପାର୍ଜନର ପ୍ରକୃଷ୍ଟ ପନ୍ଥା ନିର୍ଦ୍ଧାରଣ କରିବା ଏବଂ ଉପାର୍ଜିତ ଅର୍ଥକୁ ଠିକ୍‍ ଭାବରେ ବିନିଯୋଗ କରିପାରିବେ । ରୋଜଗାରକୁ ଚାହିଁ ନିଜର ଚାହିଦାକୁ ସୀମିତ କରି ଖର୍ଚ୍ଚ କରିବା ବୁଦ୍ଧିମାନର କାର୍ଯ୍ୟ ହେବ । ଧାର କରଜ କରନ୍ତୁ ନାହିଁ । ଧାର କରଜ କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ପଡନ୍ତୁ ନାହିଁ । କୌଣସି କାରଣରୁ ଆପଣ ଉତ୍ତେଜିତ ହେବାପରି ଘଟଣାରେ ଅନ୍ୟମାନଙ୍କ ଯୋଗୁଁ ଛନ୍ଦି ହୋଇପାରନ୍ତି କିମ୍ୱା ଅନ୍ୟମାନଙ୍କ ମତକୁ ଭୂଲ ବୁଝିପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ଆର୍ଥିକ ସ୍ଥିତି ପ୍ରତି ସଜାଗ ରୁହନ୍ତୁ ଏବଂ ମାନସିକ ଶାନ୍ତି ପ୍ରତି ଧ୍ୟାନ ଦିଅନ୍ତୁ ।

Today Odia Horoscope Tuesday Prediction
Today Odia Horoscope Tuesday Prediction (AQUARIUS)

ମୀନ: ଗ୍ରହଙ୍କ ଶୁଭଦୃଷ୍ଟି ପ୍ରଭାବରେ ଆପଣଙ୍କ ନିଜର ବନ୍ଧୁ, ସମକକ୍ଷ ବ୍ୟକ୍ତି ଏବଂ ପ୍ରିୟଜନଙ୍କର ପ୍ରିୟଭାଜନ ହୋଇପାରିବେ । ସମ୍ପର୍କୀୟ ପ୍ରିୟଜନମାନେ ଆପଣଙ୍କ ପାଇଁ ହିତକାରୀ ଓ ଫଳଦାୟକ ସାବ୍ୟସ୍ତ ହେବେ । ଆପଣ ସେମାନଙ୍କ ପିଛା ଯଥେଷ୍ଟ ଖର୍ଚ୍ଚ କରିପାରନ୍ତି । ନୂତନ ବନ୍ଧୁତ୍ୱ ଓ ସନ୍ଧି ସ୍ଥାପନ କରିପାରନ୍ତି । ଯାହାକି ଆପଣଙ୍କୁ ଭବିଷ୍ୟତରେ ଉପକାରି ହୋଇପାରେ । ଆପଣ ନିଜର ଅବସର ସମୟରେ ଏକ ପରିଭ୍ରମଣ ଯୋଜନା କରିପାରନ୍ତି । ଆପଣଙ୍କ ପରିବାରର ସଦସ୍ୟଙ୍କ ଠାରୁ, ଦୂର ବିଦେଶରୁ କିମ୍ୱା ଆପଣଙ୍କ କାର୍ଯ୍ୟାଳୟରୁ ଶୁଭ ଖବର ପାଇ ଉଲ୍ଲସିତ ହୋଇପାରନ୍ତି । ପରୋପକାରୀ କାର୍ଯ୍ୟରେ ମନୋନିବେଶ କରିବା ପାଇଁ ଉତ୍ସାହିତ ହୋଇପାରନ୍ତି ।

Today Odia Horoscope Tuesday Prediction
Today Odia Horoscope Tuesday Prediction (PISCES)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.