Robot for Army: ଇଣ୍ଡିଆ ବୁକ ଅଫ୍ ରେକର୍ଡ୍ସରେ 5ମ ଶ୍ରେଣୀ ଛାତ୍ର - 5ମ ଶ୍ରେଣୀ ଛାତ୍ରଙ୍କ ରୋବର୍ଟ
🎬 Watch Now: Feature Video

ଚଣ୍ଡିଗଡ: 5ମ ଶ୍ରେଣୀ ଛାତ୍ର ସେନା ପାଇଁ ନିର୍ମାଣ କରିଛନ୍ତି ରୋବର୍ଟ । ପଞ୍ଜାବର ଲୁଧିଆନା ସହରର ଜଣେ ଛାତ୍ର ଭବ୍ୟ ଜୈନ ମାତ୍ର ଦୁଇ ମାସ ମଧ୍ୟରେ ଏହି ଅତ୍ୟାଧୁନିକ ରୋବର୍ଟ ବିକଶିତ କରିବାରେ ସଫଳ ହୋଇଛନ୍ତି । ଏହି ରୋବର୍ଟରେ ଏକାଧିକ ଅନେକ ଅତ୍ୟାଧୁନିକ ବୈଶିଷ୍ଟତା ରହିଛି, ଯାହା ସେନାରେ ବ୍ୟବହାର ଯୋଗ୍ୟ । 360 ଡିଗ୍ରୀ ମୁଭେବୁଲ କ୍ୟାମେରାରେ ସଜ୍ଜିତ ଏହି ରୋବର୍ଟ ଫୁଲି ଅଟୋମେଟଡ ଏବଂ ଏଥିରେ ଏକ ଆର୍ମ ମଧ୍ୟ ବିକଶିତ କରାଯାଇଛି । ଜଣେ 5ମ ଛାତ୍ରଜଣଙ୍କ ଛାତ୍ରଙ୍କ ଏପରି ନୂଆ ଉଦ୍ଭାବନ ଅଣ୍ଡିଆ ବୁକ ଅଫ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି । ଦେଖନ୍ତୁ ଏହି ଭିଡିଓ