କାଶୀପୁରରେ ଡାଇରିଆ ଆତଙ୍କ: ସ୍ଥିତି ପରଖିଲା RMRC ଟିମ

🎬 Watch Now: Feature Video

thumbnail

By

Published : Jul 18, 2022, 10:53 AM IST

ରାୟଗଡ଼ା: କାଶୀପୁର ବ୍ଲକରେ ଆତଙ୍କ ସୃଷ୍ଟି କରିଛି ଡାଇରିଆ । ବର୍ତ୍ତମାନ ସୁଦ୍ଧା ୭୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏଥିସହ ଗତକାଲି ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ଘଟିଛି । ସ୍ଥିତିର ଅନୁଧ୍ୟାନ ପାଇଁ RMRCର ସ୍ଵତନ୍ତ୍ର ବିଶେଷଜ୍ଞ ଦଳ କାଶୀପୁର ବ୍ଲକ ଡାଇରିଆ ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି। ରୋଗୀଙ୍କ ଠାରେ ଦେଖା ଦେଇଥିବା ଲକ୍ଷଣ ହଇଜା ହୋଇଥିବା ନେଇ ଟିମ୍ ଅନୁମାନ ଅନୁମାନ କରିଛି । ପରୀକ୍ଷା ସମ୍ପୂର୍ଣ୍ଣ ହେବା ପରେ ହିଁ ତାହା ସ୍ପଷ୍ଟ ହେବ ବୋଲି RMRC ବିଶେଷଜ୍ଞ ଟିମର ମୁଖ୍ୟ ଡା.ବିଭୁତି ଭୂଷଣ ପାଲ କହିଛନ୍ତି । ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.