thumbnail

By

Published : Jun 14, 2022, 1:41 PM IST

ETV Bharat / Videos

ପହିଲି ରଜ: ପୁରପଲ୍ଲୀରେ ଜମୁଛି ରଜ ମଉଜ

ନିଆଳି: ଆଜି ପହିଲି ରଜ । ଓଡ଼ିଶାର ଏହି ଗଣପର୍ବ ପାଇଁ ଗାଁଠୁ ସହର, ସବୁଠି ଉତ୍ସାହ ଓ ଉଦ୍ଦୀପନାର ମାହୋଲ । ରଜ ପ୍ରସ୍ତୁତିରେ ବାଦ ପଡ଼ିନାହିଁ କଟକ ଜିଲ୍ଲା ନିଆଳି ବ୍ଲକର ଜଲ୍ଲାରପୁର ପଞ୍ଚାୟତ । ଏହି ଅବସରରେ ପ୍ରତି ଗାଁରେ ଦୋଳି, ପୋଡପିଠା, ରଜପାନ ଓ କବାଡି ଖେଳ ଆୟୋଜନ କରାଯାଇଛି ।‌ ଦୀର୍ଘ ଦୁଇ ବର୍ଷ ପରେ ପୁରପଲ୍ଲୀରେ ବେଶ ଉତ୍ସାହର ସହ ପାଳନ କରାଯାଉଛି । ଇଟିଭି ଭାରତ, ନିଆଳି

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.