CHSE Plus 2 Results: କଟକରେ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

By

Published : Jul 27, 2022, 9:29 PM IST

thumbnail
କଟକ: ପ୍ରକାଶ ପାଇଛି ଯୁକ୍ତଦୁଇ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷାର ଫଳ । ରାଜ୍ୟର ଅନ୍ୟ କଲେଜ ଗୁଡ଼ିକ ଭଳି କଟକରେ ଥିବା ବିଭିନ୍ନ କଲେଜ ଛାତ୍ରଛାତ୍ରୀ ଉଭୟ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହାକୁ ନେଇ କୃତି ଛାତ୍ରଛାତ୍ରୀ ଖୁସି ଜାହିର କରିଛନ୍ତି । ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡିକ ପକ୍ଷରୁ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ତେବେ ମାତ୍ର ୭୦ ପ୍ରତିଶତ ସିଲାବସ୍‌ର ପରୀକ୍ଷା ହୋଇବଥିବାରୁ ଆଗାମୀ ଦିନରେ ପାଠ ପଢି ସିଲାବସ୍‌ ଶେଷ କରିବେ ବୋଲି କୃତି ଛାତ୍ରଛାତ୍ରୀ କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.