କଟକ ବାଙ୍କି ମୁଖ୍ୟ ରାସ୍ତାରେ ବନ୍ୟାଜଳ, ଆତଙ୍କିତ ସ୍ଥାନୀୟ ବାସିନ୍ଦା

By

Published : Aug 16, 2022, 11:03 AM IST

thumbnail
କଟକବାସୀଙ୍କୁ ଅଣାୟତ କଲାଣୀ ମହାନଦୀର ବନ୍ୟାଜଳ । ଫଳରେ କଟକ ବାଙ୍କି ମୁଖ୍ୟ ରାସ୍ତା ଉପରେ ଏବେ ବନ୍ୟା ଜଳ ପ୍ରବାହିତ ହେଉଛି । କାଇମୁଣ୍ଡି ପାଥପୁର ମଝି ଗଡାଣିର ରାସ୍ତା ଉପରେ ୨ ଫୁଟର ବନ୍ୟାଜଳ ପ୍ରବାହିତ । ବନ୍ୟାଜଳ ମାଡି ଯିବାରୁ ଉକ୍ତ ଅଞ୍ଚଳର ଅନେକ ଲୋକ ଜଳବନ୍ଦୀ ଅବସ୍ଥାରେ ଥିବାବେଳେ ପରିବା ଚାଷ ବିଶେଷ ଭାବେ ନଷ୍ଟ ହେବାର ଆଶଙ୍କା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.