Brajarajnagar ByPoll: ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେଲେ ନୂଆ ଭୋଟର - ବ୍ରଜରାଜନଗର ଉପନିର୍ବାଚନ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-15433171-thumbnail-3x2-vbv.jpg)
ଝାରସୁଗୁଡା: ଆଜି ବ୍ରଜରାଜନଗର ଉପନିର୍ବାଚନ ପାଇଁ ପଡୁଛି ଭୋଟ । 11 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୨ଲକ୍ଷ ୧୪ ହଜାର ୮୭୮ ଭୋଟର । ଦିନ ୧୧ଟା ସୁଦ୍ଧା ୩୨% ମତଦାନ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ପ୍ରଶାସନ । ଏହି ନିର୍ବାଚନ ପ୍ରକ୍ରିୟାରେ କିଛି ନୂଆ ଭୋଟର ମଧ୍ୟ ସାମିଲ ହୋଇଛନ୍ତି । ଦେଶର ବିକାଶରେ ନିଜକୁ ସାମିଲ କରି ବେଶ ଖୁସି ବ୍ୟକ୍ତ କରିଛନ୍ତି । ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇଥିବା କହିଛନ୍ତି ନୂଆ ଭୋଟର ।