ବିଶ୍ବ ରେକର୍ଡ କଲା ନାସିକ ମହିଳାଙ୍କ ଘୁମର ଡ୍ୟାନ୍ସ - ବିଶ୍ବ ରେକର୍ଡରେ ଘୁମର ଡ୍ୟାନ୍ସ
🎬 Watch Now: Feature Video
ନାସିକ: ନୂଆ ରେକର୍ଡ ହାସଲ କଲା ନାସିକ ମହିଳାଙ୍କ ଘୁମର ଡ୍ୟାନ୍ସ । ବିଶ୍ବ ଦରବାରରେ ସ୍ଥାନ ପାଇଲା ରାଜସ୍ଥାନୀ ମହିଳାଙ୍କ ଏହି ଲୋକନୃତ୍ୟ । ଗୋଟିଏ ପଡିଆରେ 5 ହଜାର 5 ଶହ ମହିଳା ଓ ଯୁବତୀଙ୍କ ଡ୍ୟାନ୍ସ ଏବେ ବିଶ୍ବ ରେକର୍ଡ ହାସଲ କରିଛି ।
Last Updated : Nov 18, 2019, 11:49 AM IST