thumbnail

By

Published : Oct 25, 2020, 6:17 PM IST

ETV Bharat / Videos

ମହୀଶୂର ଦଶହରା: ଆୟୁଧ ରୀତିନୀତି ପାଳିଲେ ମହାରାଜ ଯଦୁବୀର

ବାଙ୍ଗାଲୋର: ବିଶ୍ବ ପ୍ରସିଦ୍ଧ ମହୀଶୂର ଦଶହରା । ମାଙ୍କ ନବରାତ୍ର ବେଶ ଧୂମଧାମରେ ପାଳନ କରାଯାଉଛି । ଏହି ଅବସରରେ ଆୟୁଧ ରୀତିନୀତିରେ ପୂଜା କରାଯାଇଛି । ମହାରାଜା ଯଦୁବୀର ଆୟୁଧ ରୀତିନୀତି ପାଳନ କରିଛନ୍ତି । ରାଜପ୍ରାସାଦର ସମସ୍ତ ପ୍ରକାର ଯାନବାହାନ ଓ ରଥକୁ ପୂଜା କରାଯାଇଛି । ବ୍ୟୁରୋ ରିପୋର୍ଟ,ଇଟଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.