thumbnail

By

Published : Apr 19, 2022, 10:49 PM IST

ETV Bharat / Videos

ଧାର୍ମିକ ଏକତାର ନିଦର୍ଶନ: ହନୁମାନ ଚାଳିଶା ଓ ଗାୟତ୍ରୀ ମନ୍ତ୍ର ପାଠକଲେ ମୁସଲିମ ଛାତ୍ର

ଲକ୍ଷ୍ନୌ: ଦେଶର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ସାମ୍ପ୍ରଦାୟିକ ହିଂସା ଚିନ୍ତାର କାରଣ ପାଲଟିଥିବା ବେଳେ ହିନ୍ଦୁ ମୁସଲିମ ଭାଇଚାରାର ନିଦର୍ଶନ ଦେଖାଇଛନ୍ତି ଅଲିଗଡ ମୁସଲିମ ବିଶ୍ବବିଦ୍ୟାଳୟର ଜଣେ ଛାତ୍ର । ସ୍ନାତକ ଛାତ୍ର ମହମ୍ମଦ ଫରିଦ ଉଭୟ ହନୁମାନ ଚାଳିଶା ସହ ଗାୟତ୍ରୀ ମନ୍ତ୍ର ପାଠ କରୁଛନ୍ତି । ଏପରି କରି ମହମ୍ମଦ ହିନ୍ଦୁ-ମୁସଲମାନ ଏକତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଦେଖନ୍ତୁ ଭିଡିଓ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.