Watch Video: ଡାକ୍ତରଖାନାର 8 ମହଲାରୁ ଡେଇଁଲେ ମାନସିକ ରୋଗୀ - ଆଠ ମହଲାରୁ ଖସିଲେ ମାନସିକ ରୋଗି

🎬 Watch Now: Feature Video

thumbnail

By

Published : Jun 25, 2022, 8:22 PM IST

କୋଲକାତା: ଶନିବାର କୋଲକାତାର ମାଲ୍ଲିମ ବଜାରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ନ୍ୟୁରୋ ସାଇନ୍ସର ଆଠ ମହଲାରୁ ଜଣେ ମାନସିକ ରୋଗି ଖସିପଡିଛି । ସୁଜିତ ଅଧିକାରୀ ନାମକ ଜଣେ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ନ୍ୟୁରୋ ସାଇନ୍ସ ବିଭାଗରେ ଭର୍ତ୍ତି କରାଯାଇଥିଲା । ମାନସିକ ରୋଗୀ ହୋଇଥିବାରୁ ସେ ୮ ମହଲାରେ ଥିବା ଝରକା ବାଟେ ବାହାରକୁ ଚାଲିଯାଇଥିଲେ ଏବଂ ନିଜେ ଜୀବନ ହାରିବାକୁ ଧମକ ଦେଉଥିଲେ । ପୋଲିସ ଏବଂ ଦମକଳ ବାହିନୀ ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଥିବାବେଳେ ଦୀର୍ଘ ୨ ଦୁଇ ଘଣ୍ଟାର ପ୍ରଚେଷ୍ଟା ଫେଲ ମାରିଥିଲା । ସେ ତଳେ ପଡିଯିବାରୁ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ବର୍ତ୍ତମାନ ସେହି ଡାକ୍ତରଖାନାର ଆଇସିୟୁରେ ରଖାଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.