ଧନଦେବୀଙ୍କ ମେଲଣ ଯାତ୍ରା, ଶତ୍ରୁତା ଭୁଲି କୋଳାଗ୍ରତ ହେଲେ ଦୁଇନେତା - ଭାଇଚାରାର ପର୍ବ ଲକ୍ଷ୍ମୀପୂଜା
🎬 Watch Now: Feature Video

କେନ୍ଦ୍ରାପଡା: ଆନନ୍ଦରେ ମସଗୁଲ ସାରା ସହର । କେନ୍ଦ୍ରାପଡା ଗଜଲକ୍ଷ୍ମୀ ପୂଜାର ମେଲଣର ଦ୍ଵିତୀୟ ତଥା ଶେଷ ଦିନରେ ଦେଖିବାକୁ ମିଳୁଛି ଏହି ନିଆରା ଦୃଶ୍ୟ । ଗଜଲକ୍ଷ୍ମୀ ମେଲଣ ଜାତି,ଧର୍ମ ଓ ବର୍ଣ୍ଣକୁ ଏକ କରୁଥିବା ବେଳେ ରାଜନୈତିକ ଦୃଷ୍ଟିକୋଣରୁ ମଧ୍ୟ ସମସ୍ତେ ଏକତ୍ର ହୋଇ ମେଳଣର ମଜା ନେଉଛନ୍ତି ।
Last Updated : Oct 22, 2019, 2:39 PM IST