Odisha Assembly: DMF ପାଣ୍ଠିରୁ ରାସ୍ତା ମରାମାତି କରିବେ କି ? - Kusum Tete
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-15742178-thumbnail-3x2-cf.jpg)
ଭୁବନେଶ୍ବର: ସୁନ୍ଦରଗଡ ଜିଲ୍ଲାରେ ଥିବା ଗ୍ରାମ୍ୟ ଉନ୍ନୟନ (RD Road) ରାସ୍ତା ଗୁଡିକ ଅବସ୍ଥା ସଂଗୀନ ହୋଇପଡିଛି । ବିଶେଷ କରି ବାଲି ବୋଝେଇ ଗାଡି ଗୁଡିକ ଯାତାୟାତା କରୁଥିବାରୁ ରାସ୍ତାରେ ଚଳପ୍ରଚଳ କରିବା ସମ୍ଭବ ନୁହେଁ । ନିୟମ ଅନୁସାରେ ରାସ୍ତାର ମରାମତି ରକ୍ଷଣା ବେକ୍ଷଣ ସମ୍ପୃକ୍ତ ଠିକା ସଂସ୍ଥା ବି କରିବା କଥା, ଯଦି ଏହା ସମ୍ଭବ ହୋଇପାରୁ ନାହିଁ ଜିଲ୍ଲାରେ ଥିବା ଜିଲ୍ଲା ଖଣିଜ ପାଣ୍ଠିରୁ ସେହି ରାସ୍ତା ଗୁଡିକର ମରାମତି କରିବେ କି? ଆଜି ବିଧାନସଭା ଶୁନ୍ୟକାଳରେ ଏହି ପ୍ରଶ୍ନ ପଚାରି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ଠାରୁ ଉତ୍ତର ମାଗିଛନ୍ତି ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ । ଦେଖନ୍ତୁ କଣ ଦେଉଛନ୍ତି ମନ୍ତ୍ରୀ ଉତ୍ତର ।