କର୍ଣ୍ଣାଟକ ଶିବମୋଗାରୁ ବିରାଟକାୟ ଅହିରାଜ ଉଦ୍ଧାର, ଦେଖନ୍ତୁ ଭିଡିଓ... - king cobra rescue in sivmogga
🎬 Watch Now: Feature Video
ବେଙ୍ଗାଲୁରୁ: କର୍ଣ୍ଣାଟକର ଶିବମୋଗାରୁ ବିରାଟକାୟ ଅହିରାଜ ଉଦ୍ଧାର । ଏକ 10 ଫୁଟର ଅହିରାଜକୁ ଉଦ୍ଧାର କରାଯାଇଛି । ଜନବସତି ଅଞ୍ଚଳକୁ ପଶି ଆସିଥିବାବେଳେ ସ୍ନେକହେଲ୍ପ ଲାଇନର ସଦସ୍ୟ ମାନେ ଉଦ୍ଧାର କରିଛନ୍ତି । ଏହି ଅହିରାଜକୁ ଉଦ୍ଧାର କରିବା ସମୟରେ ସ୍ନେକହେଲ୍ପ ଲାଇନର ସଦସ୍ୟମାନେ ସାହସିକତାର ସହିତ ଉଦ୍ଧାର କରିଛନ୍ତି । ଏହା ପରେ ଅହିରାଜକୁ ଜଙ୍ଗଲରେ ଛଡାଯାଇଥିବା ଜଣାପଡିଛି ।