Kargil Vijay Diwas: ଶ୍ରୀନଗରରେ କାର୍ଗିଲ ବିଜୟ ଦିବସ ପାଳନ

By

Published : Jul 26, 2022, 12:10 PM IST

thumbnail
ଶ୍ରୀନଗର: ଆଜି କାର୍ଗିଲ ବିଜୟ ଦିବସ । ୧୯୯୯ ମସିହା ଆଜିର ଦିନରେ ଶତ୍ରୁ ଦେଶ ପାକିସ୍ତାନକୁ ହରାଇ କାର୍ଗିଲର ଉଚ୍ଚ ପାହାଡ ଶୀର୍ଷରେ ବିଜୟ ବାନା ଉଡାଇ ଥିଲା ଭାରତ । ଦେଶକୁ ବିଜୟ ଦେବାକୁ ଯାଇ ଅନେକ ଭାରତୀୟ ବୀର ଶହୀଦ ହୋଇଥିଲେ । ତେଣୁ ସେହି ଦିନକୁ ମନେ ପକାଇ ଆଜି ଦେଶବ୍ୟାପୀ ପାଳନ ହେଉଛି କାର୍ଗିଲ ବିଜୟ ଦିବସ । ଏହି ଅବସରରେ ଶ୍ରୀନଗରରେ ମଧ୍ୟ ଏହି ବିଜୟ ଦିବସ ପାଳନ କରାଯାଇଛି । ଯୁଦ୍ଧରେ ବୀରଗତି ପ୍ରାପ୍ତ ଶହୀଦ ସୁପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.