କାଳବୈଶାଖୀ ପରେ ଗରମରୁ ଆଶ୍ୱସ୍ତି - ଗରମରୁ ଆଶ୍ୱସ୍ତି
🎬 Watch Now: Feature Video
ଭବାନୀପାଟଣା: ଜିଲ୍ଲାରେ ମାର୍ଚ୍ଚ ମାସରୁ ହିଁ କଲବଲ କରିଛି ତାତି । ଭୟଙ୍କର ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇ ଥିବାବେଳେ କାଳବୈଶାଖୀ ଆଶ୍ବସ୍ତି ଦେଇଛି । ଗତ କିଛିଦିନ ହେବ ସନ୍ଧ୍ୟା ସମୟରେ ହାଲୁକା ବର୍ଷା ସାଙ୍ଗକୁ ପବନ ହେବାରୁ ଲୋକେ ଗରମରୁ ନିସ୍ତାର ପାଇଛନ୍ତି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ