ଦିଲବର୍ ଦିଲବର୍ ଗୀତରେ ଠୁମକା ଲଗାଇଲେ ବିଧାୟକ, ଦେଖନ୍ତୁ ଭିଡିଓ

By

Published : May 4, 2022, 10:13 PM IST

thumbnail
ପାଟନା: ନିଜର ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ଥିବା ବିବାହର ଭାଗଲପୁର ବିଧାୟକ ତଥା JDU ନେତା ଗୋପାଲ ମଣ୍ଡଲ ଏବେ ପୁଣି ଚର୍ଚ୍ଚାରେ । ଏଥର ବିଧାୟକ କୌଣସି ବିବାଦୀୟ ବୟାନ ଦେଇ ନୁହଁ ବରଂ ତାଙ୍କ ଅନ୍ଦାଜ ପାଇଁ ଚର୍ଚ୍ଚାର ପରିଧିକୁ ଆସିଛନ୍ତି । ଅର୍ଥାତ ବିଧାୟକ ମଣ୍ଡଳ ଏକ ବିବାହ ସମାରୋହରେ ବଲିଉଡ ଗୀତରେ ଡାନ୍ସ କରୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.