thumbnail

ଦ୍ବିତୀୟ OCS ଟପ୍ପର ଶୁଭଙ୍କରୀ ସୁଦେଷ୍ଣା ଦାସଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର

By

Published : Oct 8, 2022, 10:22 AM IST

ବ୍ରହ୍ମପୁର: ପ୍ରକାଶ ପାଇଛି ଓଡ଼ିଶା ସିଭିଲ୍ ସର୍ଭିସ୍ ୨୦୨୦(Odisha Civil Service) ପରୀକ୍ଷା ଫଳ । ଟପ୍ ୩ରେ ରହିଛନ୍ତି ଛାତ୍ରୀ । ବ୍ରହ୍ମପୁର ସହରର ଶୁଭଙ୍କରୀ ସୁଦେଷ୍ଣା ଦାସ ଦ୍ବିତୀୟ ଉଦ୍ୟମରେ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଦ୍ବିତୀୟ ଟପ୍ପର ହୋଇଛନ୍ତି । ଏହି ସଫଳତାର ଶ୍ରେୟ ସେ ମହାପ୍ରଭୁ ଜଗନ୍ନାଥଙ୍କ ସହ ପରିବାର ବର୍ଗଙ୍କୁ ଦେଇଛନ୍ତି । ପରିବାର ଲୋକଙ୍କ ସହଯୋଗ ଓ ନିଜର ପରିଶ୍ରମ ବଳରେ ଏହି ସଫଳତା ହାସଲ କରିଥିବା ଇଟିଭି ଭାରତ ସହ ସ୍ବତନ୍ତ୍ର ସାକ୍ଷାତକାରରେ ପ୍ରତିକ୍ରିୟା ରଖିଛନ୍ତି ଶୁଭଙ୍କରୀ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.