ସାର୍ଦୁଳ ଠାକୁରଙ୍କ ପରିବାରର ପ୍ରତିକ୍ରିୟା, ଦେଖନ୍ତୁ ଭିଡିଓ... - ସାର୍ଦୁଳ ଠାକୁରଙ୍କ ପିତା ମାତା ଖବର
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10311667-thumbnail-3x2-sardulthakur.jpg)
ମୁମ୍ବାଇ: ଅଷ୍ଟ୍ରେଲିଆରେ ଐତିହାସିକ ବିଜୟ ହାସଲ କରିଥିବା ଟିମର ସଦସ୍ୟ ଥିବା ବୋଲର ସାର୍ଦୁଳ ଠାକୁରଙ୍କ ପିତା ମାତା ବେଶ ଖୁସି ପ୍ରକଟ କରିଛନ୍ତି । ପରିଶ୍ରମ କଲେ ନିଶ୍ଚୟ ସଫଳ ହୋଇପାରିବ । ସେ କ୍ରିକେଟକୁ ନେଇ ଖୁବ ପରିଶ୍ରମ କରିଛି ତାର ଫଳ ମିଳିଛି ବୋଲି କହିଛନ୍ତି । ଉଭୟ ବୋଲିଂ ବ୍ୟାଟିଂରେ ସଫଳ ପ୍ରଦର୍ଶନ କରିଛି ବୋଲି ପରିବାର କହିଛନ୍ତି । ପ୍ରଥମ ଇନିଂସରେ ଚମତ୍କାର 67 ରନ କରିଥିଲେ ଏବଂ ବୋଲିଂର ମଧ୍ୟ ୱିକେଟ ନେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ