ଗୁଡି ଉଡାଇଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ - ଗୁଡି ଉଡାଇଲେ ବିଜୟ ରୂପାନି
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-5705769-29-5705769-1578985930168.jpg)
ଅହମ୍ମଦାବାଦ: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଅହମ୍ମଦାବାଦ ଗୁଡି ଉଡା କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହ ଗୁଡି ଉଡାଇଛନ୍ତି। ପ୍ରତିବର୍ଷ ‘ମକର ସଂକ୍ରାନ୍ତି’ ବା ‘ଉତ୍ତରାୟନ’ ଉତ୍ସବ ପରିପ୍ରେକ୍ଷୀ ଗୁଜୁରାଟରେ ଏହି କାର୍ଯ୍ୟକ୍ରମ ପାଳନ କରାଯାଇଥାଏ । ଦେଖନ୍ତୁ ଭିଡିଓ..