ଗଞ୍ଜାମ ବସ ଟ୍ରାଜେଡି; SCBରେ ଚାଲିଛି ଗୁରୁତରଙ୍କ ଚିକିତ୍ସା

🎬 Watch Now: Feature Video

thumbnail

By

Published : Feb 10, 2020, 11:29 AM IST

କଟକ: ଗଞ୍ଜାମ ବସ ଟ୍ରାଜେଡିରେ ସାରା ରାଜ୍ୟରେ ଚହଳ ପଡି ଯାଇଛି। ରବିବାର ଅପରାହ୍ନରେ ଏକ ନିର୍ବଦ୍ଧରେ ସାମିଲ ହେବାକୁ ଯାଉଥିବା ଏକ ବସ 11 କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଥିବା 40 ଯାତ୍ରୀଙ୍କ ମଧ୍ୟରୁ 10 ଜଣଙ୍କର ଶୋଚନୀୟ ଭାବେ ମୃତ୍ୟୁ ହୋଇଥିବା ବେଳେ 30 ଜଣ ଆହତ ହୋଇଥିଲେ। ତେବେ ସେମାନଙ୍କ ମଧ୍ୟରୁ କିଛି ଗୁରୁତରଙ୍କୁ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।ଏସସିବିରେ 5 ଟି ବିଭାଗର ବିଭାଗୀୟ ମୁଖ୍ୟ ଏହି ଚିକିତ୍ସାରେ ଗୁରୁତ୍ବ ବହନ କରିଛନ୍ତି ।  ତେବେ ଗୁରୁତରଙ୍କ କିଭଳି ରହିଛି ଅବସ୍ଥା କେମିତି ସେମାନଙ୍କର ଚିକିତ୍ସା ଚାଲିଛି ସେ ନେଇ ଅଧିକ ସୂଚନା ଦେଇଛନ୍ତି ଏସସିବିର ଜରୁରୀ କାଳିନ ଅଧିକାରୀ ଭୁବନାନନ୍ଦ ମହାରଣା...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.