ଧନୁଆ ନଦୀର ବନ୍ୟା ଦୁର୍ଦ୍ଦଶା, ଗୋପ ବ୍ଲକର ଚାଷୀ ବ୍ୟାପକ କ୍ଷତିଗ୍ରସ୍ତ - ଧନୁଆ ନଦୀର ବନ୍ୟା ଦୁର୍ଦ୍ଦଶା
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8638425-thumbnail-3x2-puri.jpg)
ପୁରୀ: ଜିଲ୍ଲାର ଗୋପ ବ୍ଲକରେ ଧନୁଆ ନଦୀରେ ବନ୍ୟାଜଳ ଆସି ବ୍ୟାପକ କ୍ଷୟକ୍ଷତି କରିଛି। ଗୋପ ବ୍ଲକର ଡ଼ଭାର, ଗଣେଶ୍ୱରପୁର ପଞ୍ଚାୟତ ସହିତ ଉକ୍ତ ଅଞ୍ଚଳରେ 5 ରୁ ଅଧିକ ପଞ୍ଚାୟତର ଧାନ ଚାଷ ଓ ପରିବା ଚାଷ ବ୍ୟାପକ କ୍ଷତି ହୋଇଛି। ଧାର କରଜ କରି ଚାଷ କରିଥିବା ଚାଷୀ ବନ୍ୟା ଯୋଗୁଁ ଚାଷ ଉଜୁଡିଯିବା ପରେ ହତାଶ ହୋଇପଡିଛନ୍ତି। ଗୋପ ବ୍ଲକରେ ବନ୍ୟା ଯୋଗୁଁ ଚାଷ କିଭଳି କ୍ଷତି ହୋଇଛି ସେ ନେଇ ଗ୍ରାଉଣ୍ଡ ଜିରୋରେ ଆଲୋଚନା କରିଛନ୍ତି ଆମ ପୁରୀ ସମ୍ବାଦଦାତା ଶକ୍ତି ପ୍ରସାଦ ମିଶ୍ର ।