ଅର୍ଥମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା ପରେ କୃଷକ ନେତା ସରୋଜଙ୍କ ପ୍ରତିକ୍ରିୟା - ଅର୍ଥମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା

🎬 Watch Now: Feature Video

thumbnail

By

Published : May 15, 2020, 8:03 PM IST

ସମ୍ବଲପୁର: କୋରୋନା ସଙ୍କଟ ମଧ୍ୟରେ କୃଷି କ୍ଷେତ୍ରକୁ ମଜବୁତ କରିବା ପାଇଁ ଅର୍ଥମନ୍ତ୍ରୀ ମିର୍ମଳା ସୀତାରମଣ ଦେଇଥିବା ବିସ୍ତୃତ ବିବରଣୀ ଉପରେ ପ୍ରତିକିୟା ରଖିଛନ୍ତି ସମ୍ବଲପୁରର କୃଷିନୀତି ବିଶେଷଜ୍ଞ ତଥା ଚାଷୀ ନେତା ସରୋଜ। ସେ ଏହି ପ୍ୟାକେଜକୁ ଏକ ଦୀର୍ଘମିଆଦି କାର୍ଯ୍ୟକ୍ରମ ବୋଲି କହିବା ସହ ଏହାକୁ ନିଷ୍ଠାର ସହ କରାଗଲେ ଚାଷୀ ଲାଭ ପାଇବ ମତ ରଖିଛନ୍ତି। ତେବେ ଆସନ୍ତୁ ଶୁଣିବା କଣ କହୁଛନ୍ତି ଚାଷୀ ନେତା ସରୋଜ... ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.