WATCH VIDEO: ମା' କ୍ଷୀର ପ୍ରତି ଅମଙ୍ଗ ବାଛୁରୀ, କୁକୁରଠୁ କରୁଛି ସ୍ତନ୍ୟପାନ

By

Published : May 17, 2022, 5:09 PM IST

thumbnail
ବେଙ୍ଗାଲୁରୁ: ଗୋଟିଏ ପ୍ରଜାତିର ପଶୁ ଅନ୍ୟ ପ୍ରଜାତି ଠାରୁ ସ୍ତନ୍ୟପାନ କରୁଥିବା ଖବର ତ ଆପଣ ବହୁତ ଶୁଣିଥିବେ । ହେଲେ ଏଠାରେ ଘଟିଥିବା ଘଟଣା କିଛି ଅଲଗା । କର୍ଣ୍ଣାଟକ ତୁମକାରୁ ଜିଲ୍ଲା କୁନ୍ଦୁରୁ ଗ୍ରାମରେ ଏକ ଭିନ୍ନ ଘଟଣା ଘଟିଛି । ଯେଉଁଠି ନିଜ ମା'ର କ୍ଷୀର ପିଇବାକୁ ଅମଙ୍ଗ ହୋଇଛି ବାଛୁରୀ । ଅନ୍ୟ ଏକ ମାଆ କୁକୁରର ସ୍ତନ୍ୟପାନ କରୁଥିବା ଦେଖିବାକୁ ମିଳିଛି । ଗତ ଏକ ସପ୍ତାହ ଧରି ଛୁଆ ବାଛୁରୀଟି ଏକ କୁକୁରଠୁ ସ୍ତନ୍ୟପାନ କରୁଛି । ଘଟଣା ଜଣାପଡ଼ିବା ପରେ ଏହି ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.