VIRAL VIDEO: ହାଇଦ୍ରାବାଦ ମେଟ୍ରୋରେ ଯୁବତୀଙ୍କ ଡାନ୍ସ ଜଲୱା, ଇଣ୍ଟରନେଟରେ ଲାଗିଲା ନିଆଁ

By

Published : Jul 21, 2022, 7:30 PM IST

thumbnail
ହାଇଦ୍ରାବାଦ: ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଯୁବତୀଙ୍କ ଡାନ୍ସ ଭିଡ଼ିଓ (Girl dancing inside Hyderabad metro) । ଯୁବତୀ ଜଣକ ହାଇଦ୍ରାବାଦ ମେଟ୍ରୋ ଷ୍ଟେସନ ଓ ମେଟ୍ରୋ ମଧ୍ୟରେ ନୃତ୍ୟ ପରିବେଷଣ କରୁଛନ୍ତି । ସେ ହାଇଦ୍ରାବାଦର ଅନେକ ସ୍ଥାନରେ ଡାନ୍ସ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହି ଯୁବତୀ ଜଣକ କିଏ ତାଙ୍କର ପରିଚୟ ମିଳିପାରିନଥିବା ବେଳେ ସୋସିଆଲ ମିଡ଼ିଆ ୟୁଜର୍ସ ତାଙ୍କ ଅଙ୍ଗଭଙ୍ଗୀକୁ ଖୁବ ପସନ୍ଦ କରିଛନ୍ତି ଏବଂ ଭିଡ଼ିଓଟି ଇଣ୍ଟରନେଟରେ ଭାଇରାଲ ହେଉଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.