ବ୍ରହ୍ମପୁର ସହରରେ ଜାରି ରହିଛି ଲଘୁଚାପ ବର୍ଷା

🎬 Watch Now: Feature Video

thumbnail
ବ୍ରହ୍ମପୁର: ଲଘୁଚାପଜନିତ ବର୍ଷା କାରଣରୁ ଗତ ଦୁଇ ଦିନ ଧରି ବ୍ରହ୍ମପୁର ସହରରେ ଜାରି ରହିଛି ବର୍ଷା । ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଝିପ୍ ଝିପ୍ ବର୍ଷା ଆଜି ସକାଳ ସମୟରେ ଜାରି ରହିଥିବାବେଳେ ଏହାକୁ ନେଇ ଜନସାଧାରଣ ଘରୁ ବାହାରିବା ଏକ ପ୍ରକାର କଷ୍ଟକର ବିଷୟ ହୋଇପଡିଛି । ଏ ନେଇ ବ୍ରହ୍ମପୁର ସହରରେ କିଭଳି ରହିଛି ବର୍ଷା ସେ ନେଇ ଅଧିକ ସୂଚନା ଦେଉଛନ୍ତି ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ ଦେଖନ୍ତୁ ଭିଡିଓ... ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.