ଅଣନିଶ୍ବାସୀ ଜାତୀୟ ରାଜଧାନୀ; ଅସମ୍ଭାଳ ସ୍ଥିତିରେ ଦିଲ୍ଲୀ ପ୍ରଦୂଷଣ, ସର୍ବୋଚ୍ଚ ସ୍ତରରେ AQI - AIR QUALITY WORSENED IN DELHI

ଦିଲ୍ଲୀରେ ବାୟୁ ଗୁଣବତ୍ତା ପ୍ରଦୂଷଣର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ସୋମବାର ସକାଳେ ଧୂଆଁର ଘନ ଆସ୍ତରଣ ଅନେକ ଅଞ୍ଚଳକୁ ଆଚ୍ଛାଦିତ କରିଥିଲା । ଫଳରେ ସ୍ଥିତି ଗମ୍ଭୀର ହୋଇପଡ଼ିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ ସୋମବାର ସକାଳ 7ଟାରେ ରେକର୍ଡ ହୋଇଥିବା ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ଜାତୀୟ ରାଜଧାନୀରେ 483 ଥିଲା । ଯାହାକି ଚଳିତ ଋତୁରେ ସର୍ବାଧିକ ।
(Photo Credit- ETV Bharat)

Published : Nov 18, 2024, 9:02 PM IST