ETV Bharat / lifestyle

ରାଶିଫଳ: ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ଶାନ୍ତି ଓ ସମୃଦ୍ଧି, ଏମାନଙ୍କ ବଢ଼ିବ ଚିନ୍ତା - DAILY HOROSCOPE

ଆଜି ଆପଣଙ୍କ ଦିନ କେମିତି କଟିବ ? କେଉଁ ରାଶିର ବ୍ୟକ୍ତିଙ୍କୁ ମିଳିବ ଖୁସି ଖବର ? କେଉଁମାନେ ରହିବେ ସତର୍କ ? ପଢ଼ନ୍ତୁ ଆଜିର ରାଶିଫଳ ।

Odia Horoscope Astrological Prediction
Odia Horoscope Astrological Prediction (ETV Bharat)
author img

By ETV Bharat Odisha Team

Published : Feb 27, 2025, 12:01 AM IST

ମେଷ: ଆଜି ଦିନଟି ଶୁଭ ଫଳଦାୟକ ରହିବ । ସାମାଜିକ ଓ ଅର୍ଥନୈତିକ କର୍ମରେ ଆପଣ ନିଜର ପ୍ରତିଷ୍ଠା ଅର୍ଜନ କରିବା ଯୋଗୁଁ ବନ୍ଧୁ ଓ ପ୍ରିୟଜନଙ୍କ ଦ୍ୱାରା ପ୍ରଶଂସିତ ହେବେ । ଗୁରୁଜନ ତଥା ପିତାମାତା ଆପଣଙ୍କ ପାଇଁ ପୂଜନୀୟ । ସେମାନଙ୍କ ସ୍ନେହଶ୍ରଦ୍ଧା ପାଇ ଆତ୍ମସନ୍ତୋଷ ପାଇବେ । ପତ୍ନୀଙ୍କ ସହ ଗୋଟିଏ ରମଣୀୟ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ହଠାତ୍ ସନ୍ତାନମାନେ କିଛି ଆର୍ଥିକ ସାହାଯ୍ୟ କରିପାରନ୍ତି ।

Odia Horoscope Astrological Prediction
Odia Horoscope Astrological Prediction (ARIES)

ବୃଷ: ନୂଆ ଓ ପୁରୁଣା କାର୍ଯ୍ୟର ଭାର ବହନ କରି ସୁଫଳ ପାଇବେ । ବୃତ୍ତିଧାରୀ ତଥା ବ୍ୟବସାୟୀଙ୍କ ନିମନ୍ତେ ଦିନଟି ଅତ୍ୟନ୍ତ ଶୁଭଙ୍କର । ବୃତ୍ତିରେ ସହକର୍ମୀମାନେ ସହଯୋଗ କରିବେ । ଉପରିସ୍ଥ ହାକିମଙ୍କ ଦ୍ୱାରା ପ୍ରଶଂସିତ ହେବେ ଏବଂ ପଦୋନ୍ନତି ମଧ୍ୟ ହେବାର ଅଛି । ଏଥିପାଇଁ ନିଜେ ଏବଂ ଅନ୍ୟମାନେ ଖୁସି ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

Odia Horoscope Astrological Prediction
Odia Horoscope Astrological Prediction (TAURUS)

ମିଥୁନ: ଯେଉଁ କାମକୁ ହାତକୁ ନେଇଛନ୍ତି, ସେଥିପାଇଁ କ୍ଲାନ୍ତ ଲାଗିପାରେ । ଅସୁସ୍ଥତା ଭୋଗିପାରନ୍ତି । ଆପଣଙ୍କର ପିଲାମାନଙ୍କ ଯୋଗୁଁ ମନ ବିଚଳିତ ରହିବ । ଶାରୀରିକ କ୍ଲାନ୍ତି ଯୋଗୁଁ ଅବସନ ହୋଇପଡିବେ ଏବଂ ଘରଛାଡି କେଉଁ କାମ କରିବାକୁ ଇଚ୍ଛା ହେବ ନାହିଁ । ପେଟ ଯନ୍ତ୍ରଣା ଭୋଗିପାରନ୍ତି । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ସବୁ ତୁଚ୍ଛ ଲାଗିବ । ନିଜ ବୃତ୍ତିର ସହକର୍ମୀମାନେ ଆପଣକୁ ହେୟଜ୍ଞାନ କରିପାରନ୍ତି ।

Odia Horoscope Astrological Prediction
Odia Horoscope Astrological Prediction (GEMINI)

କର୍କଟ: ଆଜିର ଦିନ ଆପଣଙ୍କ ପାଇଁ ସେତେ ଭଲ ରହି ନପାରେ । ସମୟକୁ ସମ୍ମାନ ଦେଇ ଓ ଶାନ୍ତ ରୁହନ୍ତୁ । ଆଜି ଦୁଃଶ୍ଚିନ୍ତା ବ୍ୟସ୍ତ କରିପାରେ । ଅସାମାଜିକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଅଯଥା କଚେରୀ ଯାଏଁ କଥା ଯାଇପାରେ । କିଛି ଅଘଟଣ ଘଟିବା ଆଗରୁ ଏହାଠାରୁ ଦୂରରେ ରହିବା ଭଲ । ଖର୍ଚ୍ଚର ପରିମାଣ ବଢ଼ପାରେ । ଅନ୍ୟମନସ୍କ ପାଇଁ କିଛି ମୂଲବାନ ଜିନିଷ ଦରାଇ ପାରନ୍ତି ।

Odia Horoscope Astrological Prediction
Odia Horoscope Astrological Prediction (CANCER)

ସିଂହ: ଆଜି ଆପଣଙ୍କ ଦିନଟି ସେତେ ଭଲରେ କଟିବ ନାହିଁ । ସାଙ୍ଗ ହୋଇ କରୁଥିବା ବ୍ୟବସାୟରେ ବନ୍ଧୁଙ୍କ ରୁକ୍ଷ ବ୍ୟବହାର ମନକୁ ଅଶାନ୍ତ କରିପାରେ । ନିଜର ବିଶ୍ୱାସରେ ଅନ୍ୟକୁ ସରଳ ଭାବି ରହିଗଲେ ତାହା ନିଜ ପାଇଁ ହାନିକାରକ ବୋଲି ସାବ୍ୟସ୍ତ ହୋଇପାରେ । ନିଜର ସ୍ୱାସ୍ଥ୍ୟ ଭଲ ରହିବ, ମାତ୍ର ପତ୍ନୀଙ୍କ କ୍ଷେତ୍ରରେ ବିପରୀତ ଦେଖାଦେଇପାରେ । ସନ୍ଧ୍ୟା ସମସ୍ୟାରେ ଦିନରେ ଭୋଗିଥିବା ଯନ୍ତ୍ରଣା ଆପେ ଆପେ ଦୂର ହୋଇଯିବ ।

Odia Horoscope Astrological Prediction
Odia Horoscope Astrological Prediction (LEO)

କନ୍ୟା: ଆଜି ଭଲ ଦିନ ରହିବ । ପାରିବାରିକ ଶାନ୍ତି ଓ ସମୃଦ୍ଧି ମିଳିବ । ମୌଜ କରିବେ । ଦୁଃଖରୁ ନିବୃତ୍ତ ହେବେ । ଆୟ ଓ ପ୍ରତିଷ୍ଠା ବଢିବ । ବନ୍ଧୁ ମିଳନ ହେବ । ପରିବାର ଜନଙ୍କ ସହ ଖୁସିରେ ବୁଲାବୁଲି କରିବାକୁ ଯାଇପାରନ୍ତି ।

Odia Horoscope Astrological Prediction
Odia Horoscope Astrological Prediction (VIRGO)

ତୁଳା: ସୁସମ୍ପର୍କ ଆପଣଙ୍କୁ ଶାନ୍ତି ପ୍ରଦାନ କରିବ । ବଳବାନ ଗ୍ରହ ଆପଣଙ୍କ ମନୋବଳ ବୃଦ୍ଧି କରିବେ । ପିଲାମାନେ ଆପଣଙ୍କ ବନ୍ଧୁମାନଙ୍କ ସହ ଭଲ ସମ୍ପର୍କ ଗଢିବେ । ଆଜି ମନ ପ୍ରଫୁଲ୍ଲ ରହିବ । ଚିନ୍ତା ମୁକ୍ତ ରୁହନ୍ତୁ ଓ ଦିନଟି ଉପଭୋଗ କରନ୍ତୁ ।

Odia Horoscope Astrological Prediction
Odia Horoscope Astrological Prediction (LIBRA)

ବିଛା: ଆଜି ଚୁପଚାପ ରୁହିବା ଆପଣଙ୍କ ପାଇଁ ଭଲ ହେବ । କିଛି କାର୍ଯ୍ୟକୁ ନେଇ ଚିନ୍ତିତ ରହିବେ । ବନ୍ଧୁମାନେ ଦୂରେଇ ଯିବେ । ଶରୀର ସୁସ୍ଥ ରହିବେ ନାହିଁ । ଧନ ହାନୀ ଓ ମର୍ଯ୍ୟାଦା ହାନୀ ହୋଇପାରେ । ସ୍ତ୍ରୀ ଓ ପାଣି ପ୍ରତି ଘୃଣା ଭାବ ଜାତ ହୋଇପାରେ । ନିଜର ପଦବୀକୁ ରକ୍ଷା କରନ୍ତୁ । ଭାବିଚିନ୍ତି କୌଣସି କାଗଜ ପତ୍ରରେ ହସ୍ତାକ୍ଷର କରନ୍ତୁ ।

Odia Horoscope Astrological Prediction
Odia Horoscope Astrological Prediction (SCORPIO)

ଧନୁ: ଆଜି ଦିନଟି ଭକ୍ତି ଓ ଶାନ୍ତିର ଦିନ ହେବ । ଭାଇ ଭଉଣୀମାନଙ୍କ ସାନିଧ୍ୟ ମିଳିବ । ନୂତନ କାର୍ଯ୍ୟ ପାଇଁ ଅତି ଭଲ ଦିନ ରହିବ । ସାଙ୍ଗ ସାଥିଙ୍କ ସହ ମୌଜ କରିବେ । ଗ୍ରହଙ୍କ ପ୍ରଭାବରୁ ଆଜି ଜୟଯୁକ୍ତ ହେବେ । ଶତ୍ରୁ ପରାଜୟ ହେବେ । ସୁଦୂର ଯାତ୍ରା କରିବେ ।

Odia Horoscope Astrological Prediction
Odia Horoscope Astrological Prediction (SAGITTARIUS)

ମକର: ଅର୍ଥ ଲଗାଣକାରୀ ସଂସ୍ଥା ଦ୍ୱାରା ପ୍ରଚୁର ଅର୍ଥ ମିଳିବ । କାହାର ଦେହ ଖରାପରେ ଚିନ୍ତିତ ହେବେ । ଘରେ ପରିସ୍ଥିତି ଭଲ ରହିବ ନାହିଁ । ଗୃହିଣୀଙ୍କ କାମ ବଢିବ ଏବଂ ହାଲିଆ ଅନୁଭବ କରିବେ । ପିଲାମାନଙ୍କୁ ପାଠପଢାରେ ଅଧିକ ପରିଶ୍ରମ କରିବାକୁ ପଡିବ । ଆଖି ଜନିତ ରୋଗ ହୋଇପାରେ । ନିଜର କର୍ମ ଚଞ୍ଚଳତା ଓ ଚତୁର ପଣିଆ ଦ୍ୱାରା ଏ ସବୁ ପରିସ୍ଥିତିକୁ ସାମ୍ନା କରିବେ । ଦୃଢତାର ସହ ଆଗକୁ ମାଡି ଯିବା ପାଇଁ ଦିନଟି ପ୍ରସସ୍ଥ ଅଟେ ।

Odia Horoscope Astrological Prediction
Odia Horoscope Astrological Prediction (CAPRICORN)

କୁମ୍ଭ: ଆପଣଙ୍କ ଦିନଟି ସୁଖ ସମୃଦ୍ଧିରେ ପୂର୍ଣ୍ଣ ରହିବ । ଶୁଭ ଗ୍ରହଙ୍କ ଦ୍ୱାରା ଲାଭ ହିଁ ଲାଭ ହେବ । ପିଲାମାନଙ୍କ ସହ ମନୋରଞ୍ଜନ କରିବେ । ସୁନ୍ଦର ମନ ଓ ଭକ୍ତି ପୂର୍ଣ୍ଣ ଚିତ୍ତରେ ବୁଡି ରହିବେ । ଦାମି ଉପହାର ମିଳିବ । ସବୁ ଖରାପ ଚିନ୍ତାକୁ ପଛରେ ପକେଇ ଆଗକୁ ବଢ଼ିବେ । ବିବାହ ଆଦି କାର୍ଯ୍ୟ ପୂର୍ଣ୍ଣ କିମ୍ବା ସ୍ଥିର ହୋଇପାରେ ।

Odia Horoscope Astrological Prediction
Odia Horoscope Astrological Prediction (AQUARIUS)

ମୀନ: ଆଜି ଦୃଢତାର ସହ ଆଗକୁ ବଢିବେ । ସାମାନ୍ୟ ଚିନ୍ତାରେ ପୀଡିତ ହୋଇପାରନ୍ତି । ଧାର୍ମିକ ସଂସ୍ଥାରେ ଅର୍ଥ ବିନିଯୋଗ କରିବେ । ଅର୍ଥ ବିନିଯୋଗ କରିବା ଆଗରୁ ସଠିକ ପରାମର୍ଶ ନିଅନ୍ତୁ । ପରିବାରରେ କଳହ କାରଣରୁ ନିଜ ଭିତରେ ଅଲଗା ରହିବାର ନିଷ୍ପତ୍ତି କଷ୍ଟ ଦାୟକ ହୋଇପାରେ । ଛୋଟ ଫାଇଦା ପାଇଁ ଅଧିକ ବ୍ୟୟ ହେବ । କଚେରୀ କାମ ଗୁଡିକ ସତର୍କତାର ସହ କରନ୍ତୁ । ପ୍ରାର୍ଥନା ଓ ବ୍ୟାୟାମ ଆପଣଙ୍କ ଦିନଟିକୁ ବଦଳେଇ ପାରିବ ।

Odia Horoscope Astrological Prediction
Odia Horoscope Astrological Prediction (PISCES)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.