ପିତାଙ୍କ ଜନ୍ମଦିନରେ ତିରୁପତି ମନ୍ଦିରରେ ପହଞ୍ଚିଲେ ଦୀପିକା ପାଦୁକୋନ - ତିରୁପତି ମନ୍ଦିରରେ ଦୀପିକା ପାଦୁକୋନ
🎬 Watch Now: Feature Video

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରରେ ପହଞ୍ଚିଛନ୍ତି। ଆଜି (ଜୁନ୍ ୧୦) ଅଭିନେତ୍ରୀଙ୍କ ପିତା ପ୍ରକାଶ ପାଦୁକୋନଙ୍କ ୬୭ ତମ ଜନ୍ମଦିନ । ଏହି ବିଶେଷ ଅବସରରେ ସେ ତାଙ୍କ ପିତାଙ୍କ ସହ ତିରୁପତି ମନ୍ଦିରରେ ପହଞ୍ଚିଛନ୍ତି । ସୋସିଆଲ ମିଡିଆରେ ମନ୍ଦିରରୁ ତାଙ୍କର ଅନେକ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି ।