thumbnail

By

Published : Jun 2, 2022, 9:22 PM IST

Updated : Jun 2, 2022, 9:33 PM IST

ETV Bharat / Videos

ବାରବାଟୀରେ ମ୍ୟାଚ୍‌ ପ୍ରସ୍ତୁତି ତଦାରଖ କଲେ ପ୍ରଣବ ପ୍ରକାଶ

କଟକ: ବାରବାଟୀରେ ଅନ୍ତର୍ଜାତୀୟ ଟି-୨୦ ମୁକାବିଲାରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା । ଷ୍ଟାଡିୟମରେ ମ୍ୟାଚ୍‌ର ପ୍ରସ୍ତୁତି ତଦାରଖ କରିଛନ୍ତି ବିଜେଡି ସାଂଗଠନିକ ସଂପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ । ଏହି ଅବସରରେ ମ୍ୟାଚ୍‌ ଆୟୋଜନ ପାଇଁ ଆବଶ୍ୟକ ସରକାରୀ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଣବ ପ୍ରକାଶ ଦାସ । ଜୁନ୍‌ ୧୨ ତାରିଖରେ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ ଖେଳାଯିବ । ଏହାପୂର୍ବରୁ ଷ୍ଟାଡିୟମକୁ ସମସ୍ତ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ।
Last Updated : Jun 2, 2022, 9:33 PM IST

For All Latest Updates

TAGGED:

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.