ଦୟା କେନାଲ ଓ ପ୍ରାଚୀ ନଦୀର ପୁନଃରୁଦ୍ଧାର ହେଉ: ଅପରାଜିତା ଷଡଙ୍ଗୀ - ସାଂସଦ ଅପରାଜିତା ଷଡଙ୍ଗୀ
🎬 Watch Now: Feature Video
ନୂଆଦିଲ୍ଲୀ: ଶୁକ୍ରବାର ଲୋକସଭାର ଶୁନ୍ୟକାଳରେ ଦୟା କେନାଲ ଓ ପ୍ରାଚୀ ନଦୀର ପୁନଃରୁଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଲୋକସଭାର ଶୁନ୍ୟକାଳରେ ଏନେଇ ବାଚସ୍ପତିଙ୍କ ଜରିଆରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଅପରାଜିତ । ଏନେଇ କଣ କହୁଛନ୍ତି ଅପରାଜିତା ଦେଖନ୍ତୁ ।
ସୌଜନ୍ୟ: ଲୋକସଭା