thumbnail

By

Published : Sep 13, 2022, 12:44 PM IST

Updated : Sep 13, 2022, 2:30 PM IST

ETV Bharat / Videos

ସୂର୍ଯ୍ୟ କିରଣ ଏୟାର ସୋ: ଭୁବନେଶ୍ୱରରେ ପହଞ୍ଚିଲା AN 32 ବିମାନ

ଭୁବନେଶ୍ବର: ସୂର୍ଯ୍ୟ କିରଣ ଏୟାର ସୋ ପାଇଁ ଭୁବନେଶ୍ବରରେ ପହଞ୍ଚିଲା AN 32 ବିମାନ । ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ଆସନ୍ତା 16 ତାରିଖରେ ଭୁବନେଶ୍ବରରେ ଭାରତୀୟ ବାୟୁସେନାର ଏୟାର ସୋ ଅନୁଷ୍ଠିତ ହେବ । ସେହିପରି 18ରେ ପୁରୀ ରାଜଭବନ ସ୍ଥିତ ବେଳାଭୂମିରେ ଏୟାର ସୋ କାର୍ଯ୍ୟକ୍ରମ ହେବ । ଏଥିରେ ଭାରତୀୟ ବାୟୁ ସେନାର 9ଟି ଫାଇଟର ଜେଟ କୌଶଳ ପ୍ରଦର୍ଶନ କରିବେ । ହକ୍‌ ବିମାନ ଆଜି ଆସିପାରେ । ଏହାପରେ ମ୍ୟାପିଂ ସର୍ଟି ବା ରିହରସଲ ହେବ । ସେହିପରି 14 ତାରିଖରେ ଗ୍ଲୋ ମାଷ୍ଟର ଆସିବ । ତେବେ ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ଏୟାର ସୋ ହେବାର ଏପର୍ଯ୍ୟନ୍ତ ଅନୁମତି ମିଳିନାହିଁ । ଇଟିଭି ଭାରତ, ଭୁବନେଶ୍ବର
Last Updated : Sep 13, 2022, 2:30 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.