Watch Video: କୋହଲିଙ୍କ ପରି ସଟ ଖଳୁଛନ୍ତି ଲଦାଖର ଛାତ୍ରୀ, ଭିଡିଓ ଭାଇରାଲ - ବିରାଟ କୋହଲିଙ୍କ ଭଳି ହେବାକୁ ଚାହାଁନ୍ତି

🎬 Watch Now: Feature Video

thumbnail

By

Published : Oct 15, 2022, 4:01 PM IST

ଲଦାଖ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଦେଶ ବିଦେଶରେ କିଏ ବା ନ ଜାଣେ । କ୍ରିକେଟ ଜଗତର କିଙ୍ଗ (ରାଜା) ଭାବରେ ସେ ବିଶ୍ବରେ ପରିଚିତ । ସାରା ବିଶ୍ବରେ କୋହଲିଙ୍କ ପ୍ରଶଂସକଙ୍କ କ୍ରେଜ ବି କିଛି କମ ନୁହେଁ । ତେବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଟିକେ ଦେଖନ୍ତୁ । ଲଦାଖ ବିଦ୍ୟାଳୟ ଶିକ୍ଷା ନିର୍ଦ୍ଦେଶାଳୟ ଏହି ଭିଡିଓକୁ ତାଙ୍କ ଟ୍ବିଟର ହାଣ୍ଡେଲରେ ପୋଷ୍ଟ କରିବା ପରେ ଏହା ଏବେ ବେଶ ଭାଇରାଲ ହୋଇଛି । ଏଥିରେ ମକ୍‌ସୋମା ନାମକ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ବଲ ଗୁଡ଼ିକୁ ସାମ୍ନା କରି ସୀମାରେଖା ପାର କରୁଛନ୍ତି । ତେବେ ସେ ବିରାଟ କୋହଲିଙ୍କର ଜଣେ ବଡ଼ ପ୍ରଶଂସକ ହୋଇଥିବାବେଳେ ଏଭଳି ଖେଳି ସେ ବିରାଟ କୋହଲିଙ୍କ ଭଳି ହେବାକୁ ଚାହାଁନ୍ତି ବୋଲି କହିଛନ୍ତି ।

For All Latest Updates

TAGGED:

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.