ମଣ୍ଡପରେ ମାଆଙ୍କ ଷଷ୍ଠୀ ପୂଜା, କାତ୍ୟାୟନୀ ରୂପରେ ଦର୍ଶନ ଦେଉଛନ୍ତି ଜଗତ ଜନନୀ - ଝାରସୁଗୁଡ଼ାରେ ମହାଷଷ୍ଠୀ ପୂଜା

🎬 Watch Now: Feature Video

thumbnail

By

Published : Oct 1, 2022, 6:51 PM IST

ଆଜି ଜଗତ ଜନନୀ ମାଆ ଦୁର୍ଗାଙ୍କ ମହାଷଷ୍ଠୀପୂଜା । କାତ୍ୟାୟନୀ ରୂପରେ ଦର୍ଶନ ଦେଉଛନ୍ତି ମାଆ । ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପ ସମେତ ଶକ୍ତି ପୀଠ ଗୁଡିକରେ ପୂଜା ପାଉଛନ୍ତି ଜଗତ ଜନନୀ । ଆଜି ମଣ୍ଡପରେ ମାଆଙ୍କ ମହାଷଷ୍ଠୀ ପୂଜା ବିଧି ଚାଲୁଥିବାବେଳେ, ବିଭିନ୍ନ ଶକ୍ତିପୀଠରେ ମହାସପ୍ତମୀ ପୂଜା ହେଉଛି । ପରମ୍ପରା ଅନୁଯାୟୀ ବିଶ୍ବାସ ରହିଛି ନବରାତ୍ରୀରେ ମାଆଙ୍କ ଭିନ୍ନଭିନ୍ନ ରୂପକୁ ପୂଜା କଲେ ଆସୁଥିବା ସମସ୍ତ ବାଧା ବିଘ୍ନ ଦୂର ହେବା ସହ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ତେବେ ଆସନ୍ତାକାଲି ମା'ଙ୍କ ସପ୍ତମୀ ପୂଜା ଅନୁଷ୍ଠିତ ହେବାସହ ଚକ୍ଷୁଦାନ ହୋଇ ପ୍ରାଣପ୍ରତିଷ୍ଠା ହେବ । ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.