thumbnail

By

Published : Oct 16, 2019, 10:50 PM IST

ETV Bharat / Videos

ଆଦିବାସୀଙ୍କ ବିକାଶକୁ ଅଣଦେଖା: ଭରସା ଅସ୍ଥାୟୀ ବାଉଁଶ ପୋଲ

ଭରସା ପାଲଟିଛି ଅସ୍ଥାୟୀ ବାଉଁଶ ପୋଲ। ତଳେ ଯାଇଛି ବିପଦପୂର୍ଣ୍ଣ ଗଭୀରିଆ ନାଳ। ହେଲେ ପ୍ରତିଦିନ ପିଲା ଠାରୁ ବୁଢା ସମସ୍ତେ ଏହି ବାଟ ଦେଇ ନିଜ କର୍ମକ୍ଷେତ୍ରକୁ ଯାଉଛନ୍ତି । ଏମିତି ଏକ ଗାଁ ଅଛି ଯେଉଁଠି ପାଦଚଲା ରାସ୍ତାଟିଏ ବି ସ୍ବପ୍ନ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.