thumbnail

By

Published : Oct 10, 2021, 6:31 PM IST

Updated : Oct 10, 2021, 7:14 PM IST

ETV Bharat / Videos

ପୁଣି କଟକରେ ଫାଟିଲା ପାଇପ, ଉଠିଲା 20 ଫୁଟ୍‌ର ପାଣି

କଟକ: ପୁଣି ଫାଟିଲା ପାଇପ । ବାଦାମବାଡ଼ି ମୁଖ୍ୟ ରାସ୍ତାରେ 20 ଫୁଟର ଉଠିଲା ପାଣି । ଫଳରେ ରାସ୍ତା ଜାମ ହୋଇଛି । ପୂର୍ବରୁ ରାଜବଗିଚା ସିଟି କଲେଜ ନିକଟରେ ଫାଟିଥିଲା ପାଇପ । ଆଉ ପୁଣି ରବିବାର ବାଦାମବାଡ଼ି ମୁଖ୍ୟ ରାସ୍ତାରେ ପାଇପ ଫାଟିଯିବା ଯୋଗୁଁ ଜଳ ପ୍ରଳୟ ପରିସ୍ଥିତି ଉପୁଜିଛି । ତେବେ କେଉଁ କାରଣରୁ ଏପରି ଅବସ୍ଥା ହୋଇଛି, ତାହା ଜଣାପଡିନାହିଁ । ତେବେ ଘଟଣାସ୍ଥଳରେ ସିଏମସି ଅଧକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।
Last Updated : Oct 10, 2021, 7:14 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.