ସ୍ୟାଣ୍ଡ ଆନିମେସନ ମାଧ୍ୟମରେ Bipin Rawatଙ୍କୁ ଶ୍ରଦ୍ଧାଞ୍ଜଳି - ବିପିନ ରାୱତଙ୍କ ପାଇଁ ସାଣ୍ଡ ଆନିମେସନ
🎬 Watch Now: Feature Video

ପୁରୀ: ପ୍ରଥମ ଚିଫ ଅଫ ଡିଫେନ୍ସ ଜେନେରାଲ ବିପିନ ରାଓ୍ବତ ଙ୍କୁ ସ୍ୟାଣ୍ଡ ଆନିମେସନ ମାଧ୍ୟମ ରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି । ଭାରତର ପ୍ରଥମ ଚିଫ ଅଫ ଡିଫେନ୍ସ ଜେନେରାଲ ବିପିନ ରାଓ୍ବତଙ୍କୁ ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ଏହି ବାଲୁକା ଆନିମେସନ ପ୍ରସ୍ତୁତ କରିବାକୁ ମାନସ ସାହୁଙ୍କୁ 2 ଘଣ୍ଟା ସମୟ ଲାଗିଥିଲା | ଏଥିରେ ସେ "Rawat Sir, The Nation Salutes You" ର ବାର୍ତ୍ତା ଦେଇଛନ୍ତି । ସାରା ଦେଶ ଆପଣଙ୍କ ବୀରତ୍ବକୁ ମନେ ପକାଇବା ସହ ଆପଣଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ