ବଲାଙ୍ଗୀରର ପ୍ରସିଦ୍ଧ ଶୁଲିଆ ଯାତ୍ରା: ପରମ୍ପରା-ରୀତିନୀତି ଅନୁସାରେ ପଡିଲା ବଳି - Sulia festival

🎬 Watch Now: Feature Video

thumbnail

By

Published : Jan 19, 2021, 5:05 PM IST

ବଲାଙ୍ଗୀର: ଜିଲ୍ଲାର ଆଦିବାସୀଙ୍କ ପ୍ରସିଦ୍ଧ ପର୍ବ ଶୁଲିଆ ଯାତ୍ରା ମଙ୍ଗଳବାର ପାଳନ ହୋଇଛି । ଏହି ପର୍ବ ପାଇଁ ସମସ୍ତ ଶୁଲିଆ ପୀଠରେ ହଜାର ହଜାର ପଶୁପକ୍ଷୀଙ୍କ ବଳି ଦେବା ଆରମ୍ଭ ହୋଇଯାଇଛି । ଶାନ୍ତିଶୃଙ୍ଖଳା ଲାଗି ପୀଠମାନଙ୍କରେ ବ୍ୟାପକ ପୋଲିସ ଫୋର୍ସକୁ ମୁତୟନ କରାଯାଇଛି । ଆଦିବାସୀ ସମ୍ପ୍ରଦାୟର ଲୋକ ତଥା ଭକ୍ତ ନିଜର ମାନସିକ ପୂରଣ କରିବା ପାଇଁ ନଡିଆ ଧୂପ ଦେଇ ଶୁଲିଆ ବୁଢ଼ାର ପୂଜା କରିବା ସହ ଆଦିବାସୀ ରୀତିନୀତି ପରମ୍ପରାରେ ପଶୁପକ୍ଷୀଙ୍କୁ ବଳି ଦିଆଯାଉଛି । ଶୁଲିଆ ମୁଖ୍ୟ ପୀଠ ବଲାଙ୍ଗୀର ଖଇରଗୁଡାଠାରେ ଏଥିପାଇଁ ଭକ୍ତଙ୍କ ପ୍ରବଳ ଭିଡ ଜମୁଥିବା ଦେଖିବାକୁ ମିଳିଛି । ସମସ୍ତ ପୀଠରେ ହଜାର ହଜାର ପଶୁ ପକ୍ଷୀଙ୍କ ବଳି ପଡୁଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.