ଶ୍ରୀକ୍ଷେତ୍ରରେ 2020ର ଶେଷ ସୂର୍ଯ୍ୟାସ୍ତ - ଶ୍ରୀକ୍ଷେତ୍ରରେ 2020ର ଶେଷ ସୂର୍ଯ୍ୟାସ୍ତ
🎬 Watch Now: Feature Video
ପୁରୀ: ରାତି ପାହିଲେ 2021 ମସିହା। ତେବେ ଚଳିତ ବର୍ଷର ଶେଷ ସୂର୍ଯ୍ୟାସ୍ତର ଦୃଶ୍ୟ ଦେଖିବାକୁ ପୁରୀ ବେଳାଭୂମିରେ ବେଶ ଭିଡ ହୋଇଥିଲା ପର୍ଯ୍ୟଟକଙ୍କର । ଦେଖନ୍ତୁ 2020ର ଶେଷ ସୂର୍ଯ୍ୟାସ୍ତର ସେହି ମନୋରମ ଦୃଶ୍ୟ...
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ