ଇମାମୀ ପେପର ମିଲ୍ ଷ୍ଟକରୁମରେ ଅଗ୍ନିକାଣ୍ଡ - fire broke out at the Emami Paper Mill
🎬 Watch Now: Feature Video

ବାଲେଶ୍ଵର: ଜିଲ୍ଲା ରେମୁଣା ଠାରେ ଥିବା ଇମାମୀ ପେପର ମିଲର ଷ୍ଟକରୁମରେ ଅଗ୍ନିକାଣ୍ଡ । ଏହି ପେପର ମିଲ୍ର ପଶ୍ଚିମପଟର ଷ୍ଟକରୁମରେ ଲାଗିଛି ନିଆଁ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।