ବିହାରରେ ମାଗଣା କୋରୋନା ଟୀକା ଘୋଷଣା ପରେ ରାଜ୍ୟ ରାଜନୀତି ସରଗରମ - ରାଜନୀତି ସରଗରମ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9290142-thumbnail-3x2-vac.jpg)
ଭୁବନେଶ୍ବର: ବିହାରରେ ମାଗଣା କୋରୋନା ଟୀକା ଦେବା ପାଇଁ ବିଜେପି ଘୋଷଣା କରିବା ପରେ ଏହାକୁ ନେଇ ପୁରା ଦେଶରେ ରାଜନୀତି ସରଗରମ ହୋଇଛି । ମହାମାରୀ ସାରା ଦେଶରେ କାୟା ବିସ୍ତାର କରିଥିବା ବେଳେ ଭୋଟ ପାଇଁ ବିଜେପି ଟୀକା ଦେବା ଫଣ୍ଡାକୁ ନେଇ ରାଜ୍ୟ ରାଜନୀତିରେ ବି ହଇଚଇ ସୃଷ୍ଟି ହୋଇଛି। କଂଗ୍ରେସ ଏପ୍ରସଙ୍ଗରେ ବିଜେପିକୁ କଡ଼ା ସମାଲୋଚନା କରିଥିବା ବେଳେ ବିଜେଡ଼ି କହିଛି, ସବୁ ରାଜ୍ୟପାଇଁ ସମାନ ନୀତି ହେବା ଆବଶ୍ୟକ ।