ରବିବାର ବିରଳ ସୂର୍ଯ୍ୟପରାଗ: କାହିଁକି ସ୍ବତନ୍ତ୍ର, କ’ଣ ରହିବ ପ୍ରଭାବ ? - ଇଟିଭି ଭାରତ ସୂର୍ଯ୍ୟପରାଗ

🎬 Watch Now: Feature Video

thumbnail

By

Published : Jun 19, 2020, 10:15 PM IST

Updated : Jun 20, 2020, 5:16 PM IST

ଭୁବନେଶ୍ବର: ଜୁନ ୨୧ ତାରିଖ ରବିବାର ଦିନ ହେବାକୁ ଯାଉଛି ବିରଳ ମହାଜାଗତିକ ଦୃଶ୍ୟ । ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ । ଅନ୍ତରୀକ୍ଷରେ ଦେଖାଯିବ ଦୁର୍ଲଭ ସଂଯୋଗ । ଏହାର ପ୍ରଭାବ କଣ ରହିବ, ଜ୍ୟୋତିଷ ଶାସ୍ତ୍ରର କଣ ରହିଛି ମତ, ବିଭିନ୍ନ ରାଶି ଚଳନ ଉପରେ ଏହାର ପ୍ରଭାବ , ଏହି ଗ୍ରହଣର ବିଶେଷତ୍ବ, ସୂର୍ଯ୍ୟ ପରାଗ ଓ ମହାମାରୀ କୋରୋନାର କଣ ରହିବ ସମ୍ବନ୍ଧ ଏନେଇ ଇଟିଭି ଭାରତ ସହ ଅଧିକ ଆଲୋଚନା କରିଛନ୍ତି ଜ୍ୟୋତିର୍ବିଦ ପ୍ରଜ୍ଞା ତ୍ରିପାଠୀ... ଭୁବନେଶ୍ୱରରୁ ସଞ୍ଜୀବ ରାୟ, ଇଟିଭି ଭାରତ
Last Updated : Jun 20, 2020, 5:16 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.