thumbnail

By

Published : May 8, 2021, 2:11 PM IST

ETV Bharat / Videos

ସପ୍ତାହନ୍ତ ସଟଡାଉନ: ଖାଁ ଖାଁ ରାସ୍ତାଘାଟ

ଅନୁଗୁଳ: ଆଜି ସଟଡାଉନର ୩ୟ ସପ୍ତାହର ପ୍ରଥମ ଦିନ । ଏହାର ପ୍ରଭାବରେ ଅନୁଗୋଳରେ ବଜାର ବନ୍ଦ ରହିବା ସହ ରାସ୍ତାଘାଟ ପୁରା ଖାଁ ଖାଁ ହୋଇପଡିଛି । କୋରୋନା ନିୟମ ମାନି ଲୋକେ ମଧ୍ୟ ଘରୁ ବାହାରକୁ ବାହାରୁ ନାହାନ୍ତି । ସକାଳେ କିଛି ଲୋକ ଗାଇଡଲାଇନ ମୁତାବକ ଅତ୍ୟାବଶ୍ୟକ ସାମଗ୍ରୀ ନେଇଥିଲେ । ପରେ ସକାଳ ୮ଟା ପରେ ଚାରିଆଡେ ଶୂନସାନ ହୋଇ ଯାଇଥିଲା । ଲୋକେ ନିଜେ ସଚେତନ ଥିବାରୁ ପୋଲିସ ଓ ପ୍ରଶାସନକୁ ସେଭଳି କିଛି କଡା ଆଭିମୁଖ୍ୟ ଗ୍ରହଣ କରିବାକୁ ପଡି ନଥିଲା । ଅନୁଗୁଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.