ବାଲୁକା କଳାରେ ଟୀକାକରଣକୁ ସ୍ବାଗତ କଲେ ପଦ୍ମଶ୍ରୀ ସୁଦର୍ଶନ - Sudarsan welcomes vaccine drive through sandart'

🎬 Watch Now: Feature Video

thumbnail

By

Published : Jan 16, 2021, 7:03 PM IST

ବ୍ରହ୍ମଗିରି: କୋରୋନାକୁ ପ୍ରତିହତ ପାଇଁ ଆରମ୍ଭ ହୋଇଛି ମହାଲଢେଇ । ଦେଶବ୍ୟାପୀ ଜାରି ରହିଛି ଟୀକାକରଣ । ଏହି ପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ଏହି ଖୁସିର ମୁହୂର୍ତ୍ତକୁ ସ୍ବାଗତ କରିଛନ୍ତି । ଟୀକାକରଣ ନେଇ ପୁରୀ ସମୁଦ୍ର ତଟରେ ସୁଦର୍ଶନ ଏକ ସୁନ୍ଦର ଓ ନିଚ୍ଛକ କଳାକୃତି ନିର୍ମାଣ କରିଛନ୍ତି ଏବଂ ଏକତ୍ର ହୋଇ ଆମେ କୋରୋନା ଉପରେ ବିଜୟ ପାଇବା ବୋଲି ବାର୍ତ୍ତା ଦେଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.